Asia Cup 2025: ଏସିଆ କପ୍ ଫାଇନାଲରେ ଭାରତ; ଏପଟେ ଛକା ମାରି ଅଭିଷେକ ରଚିଲେ ଇତିହାସ
ନୂଆଦିଲ୍ଲୀ: ଏସିଆ କପ୍-୨୦୨୫ ସୁପର-୪ ମ୍ୟାଚ୍ରେ ବାଂଲାଦେଶକୁ ୪୧ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହିତ ଭାରତୀୟ ଦଳ ଏସିଆ କପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିଛି।
ଏଥିସହ ଅଭିଷେକ ଶର୍ମା ଏବେ ଗୋଟିଏ ଏସିଆ କପ୍ ସିଜିନରେ ସର୍ବାଧିକ ଛକା ମାରିଥିବା ବ୍ୟାଟସମ୍ୟାନ୍…