Latest Odisha News

BREAKING NEWS

Yearly Archives

2025

ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହ ସିଧାସଳଖ ଆଲୋଚନା କରିବାକୁ ମନା କଲେ ଖାମେନେଇ

ନୂଆଦିଲ୍ଲୀ: ମଙ୍ଗଳବାର ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇ ତାଙ୍କ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ମିଳିତ ଜାତିସଂଘ ସାଧାରଣ ସଭା ପାଇଁ ନ୍ୟୁୟର୍କ ଯାତ୍ରା କରିବା ସମୟରେ…

Typhoon Ragasa: ଟାଇଫୁନ୍ ରାଗାସା’ର ଭୟଙ୍କର ତାଣ୍ଡବ; ତାଇୱାନରେ ୧୪ ଜଣଙ୍କ ମୃତ୍ୟୁ, ହଂକଂରୁ ଚୀନ୍ ଯାଏ…

ନୂଆଦିଲ୍ଲୀ: ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ତାଣ୍ଡବ ରଚାଇଲା ସାମୁଦ୍ରିକ ଝଡ଼ ରାଗାସା। ଦକ୍ଷିଣପୂର୍ବ ଏସିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ। ସୁପର ଟାଇଫୁନ୍‌ 'ରାଗାସା’ ପ୍ରଭାବରେ ତାଇୱାନର ପୂର୍ବରେ ଭୟଙ୍କର ବନ୍ୟା ହୋଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଫିଲିପାଇନ୍ସ, ହଂକଂ ପରେ ତାଇୱାନରେ…

Weather Update: ରାଜ୍ୟରେ ପ୍ରବଳ ବର୍ଷା ଜାରି, ସମ୍ୱଲପୁରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ବର: ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ୨୫ ତାରିଖ ଆସନ୍ତାକାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଅବପାତରେ…

India’s Only Active Volcano: ଭାରତର ଏକମାତ୍ର ସକ୍ରିୟ ଆଗ୍ନେୟଗିରିରେ ଉଦଗୀରଣ: ୮ ଦିନରେ ଦୁଇଥର

ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବ୍ୟାରେନ୍ ଦ୍ୱୀପରେ ଆଠ ଦିନ ମଧ୍ୟରେ ଦୁଇଟି ଛୋଟଧରଣର ଆଗ୍ନେୟ ଉଦଗୀରଣ ଘଟିଛି। ବାରେନ ଦ୍ୱୀପ ହେଉଛି ଭାରତର ଏକମାତ୍ର ସକ୍ରିୟ ଜ୍ୱାଳାମୁଖୀ। ଅଧିକାରୀମାନେ କହିଛନ୍ତି ଯେ ସେପ୍ଟେମ୍ବର ୧୩ ଏବଂ ୨୦ ତାରିଖରେ ଆଗ୍ନେୟ ଉଦ୍ଗିରଣ ଘଟିଥିଲା, ଏହା…

୩ କୋଠା, ୭ ପ୍ଲଟ; ମହାକାଳପଡ଼ା ତହସିଲଦାରଙ୍କ ଆୟ ବହିର୍ଭୁତ ସମ୍ପତି ଠାବ…

ଭୁବନେଶ୍ୱର: ମହାକାଳପଡ଼ା ତହସିଲଦାର ସିବା ମଲ୍ଲିକଙ୍କ ଉପରେ ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ତିନୋଟି ବହୁତଳ କୋଠା ଏବଂ ସାତଟି ପ୍ଲଟ୍ ଠାବ କରିଛନ୍ତି। ସେ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ। ୭ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ, ୧.୫୪ ଲକ୍ଷ ଟଙ୍କା…

ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍‌ଜିରେ ମହିଳା କଂଗ୍ରେସର ଠେଲାପେଲା, ଉଠେଇ ନେଲା ପୋଲିସ

ଭୁବନେଶ୍ୱର: ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ। ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍‌ଜିରେ ଠେଲାପେଲା। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଘେରାଉ। ଲୋୟର୍ ପିଏମ୍‌ଜିରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ ଘେରାଉ ଉଦ୍ୟମ କରିବା ବେଳେ କିଛି…

ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା, ଯାହା ଗଣତନ୍ତ୍ର ପ୍ରତି ଅପମାନ: ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଲେ ଶ୍ରୀମୟୀ ମିଶ୍ର। ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଲେଖିଲେ ଗଣତନ୍ତ୍ରର ଅପମାନ। । ଫେସ୍‌ବୁକ୍‌ରେ ପୋଷ୍ଟ କରି କହିଲେ,"ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ ।…

ଖିଲିଖିଲି ହସିଲାଣି କାଶତଣ୍ଡି: ଧରାପୃଷ୍ଠକୁ ଆଗମନ କରିବେ ଜଗତ ଜନନୀ ମା’ ଦୁର୍ଗା

ଭଦ୍ରକ: ଶରତର ଆଗମନରେ ସଜେଇ ହେଲାଣି ଗାଁ ଠୁ ସହର । ଏବେ ଧରାପୃଷ୍ଠକୁ ଆଗମନ କରିବେ ଜଗତ ଜନନୀ ଦେବୀ ଦୁର୍ଗା । ଶିଳ୍ପୀର ତୁଳୀ ଚଳଚଞ୍ଚଳ ହୋଇଛି । ଶିଳ୍ପୀର ଶେଷ ସ୍ପର୍ଶକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ମହୁରିଆ ତାର ମହୁରିକୁ ଫୁଙ୍କିବା ଆଗରୁ ପରଖୁଛି ନିଜର ସୁରିଲା ତାଳକୁ । ଢୋଲିଆ…

ପ୍ରସିଦ୍ଧ ଓଡ଼ିଆ ଲେଖକ ନଗେନ୍ଦ୍ର ମହାନ୍ତିଙ୍କ ୯୫ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର: 'ଓଡ଼ିଆ ଚରିତକୋଷ' ପାଇଁ ପ୍ରସିଦ୍ଧିି ଲାଭ କରିଥିବା ଲେଖକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ନଗେନ୍ଦ୍ର  ମହାନ୍ତି ମଙ୍ଗଳବାର ଦିନ ନୋଏଡାସ୍ଥିତ ତାଙ୍କ ବାସଭବନରେ…

ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡ: ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲା ଦୀପକ ରାଉତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ନିଜେ ବିଛେଇଥିବା ଜାଲରେ ଦିନକୁ ଦିନ ଫଶିବାରେ ଲାଗିଛି ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ । ଆଜି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖି ବଡ଼ ଖୁଲାସା କରିଛନ୍ତି ଆଇନ…