Sunny Deol and Akshaye Khanna:୨୯ ବର୍ଷ ପରେ ପୁଣି ଏକାଠି ହେବେ ସନି ଦେଓଲ ଏବଂ ଅକ୍ଷୟ ଖାନ୍ନା, ଅପେକ୍ଷାରେ…
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ ଖାନ୍ନା ବର୍ତ୍ତମାନ ଧୂରନ୍ଧର ସିନେମାରେ ନିଜ ଭୂମିକା ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଡକାୟତ ରେହମାନ ଚରିତ୍ରରେ ଅଭିନୟ କରି ପ୍ରଶଂସକମାନଙ୍କୁ ପ୍ରଭାବିତ କରିଥିଲେ। ତାଙ୍କ ଭାଇରାଲ ନୃତ୍ୟ ଏବଂ ଚରିତ୍ରକୁ ସମସ୍ତେ ପସନ୍ଦ କରୁଛନ୍ତି। ୨୦୨୫ ମସିହାରେ, ଅକ୍ଷୟ…