କେନ୍ଦୁପତ୍ର ଚୋରା ଚାଲାଣ କରି ଫରେଷ୍ଟର୍ ନିଲମ୍ବିତ: ରେଞ୍ଜର ଫେରାର
ଟିଟିଲାଗଡ: କେନ୍ଦୁପତ୍ର ଚୋରାଚାଲାଣ ଅଭିଯୋଗରେ ନିଲମ୍ବିତ ହେଲେ ଫରେଷ୍ଟର । ଫରେଷ୍ଟର ଅରକ୍ଷିତ ଦଳାଇଙ୍କୁ ନିଲମ୍ବିତ କରିଛନ୍ତି ଟିଟିଲାଗଡ ଡିଏଫଓ । କେନ୍ଦୁପତ୍ରର ବିଭାଗ ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି ।
ସୂଚନା ମୁତାବକ, ଟିଟିଲାଗଡ ଡିଭିଜନ ନୂଆପାଲି…