ଓଡିଶା ପ୍ରୋ ଟି୨୦ ଲିଗ: ବିପ୍ଲବଙ୍କ ଅଲରାଉଣ୍ଡ ପ୍ରଦର୍ଶନ, କେନ୍ଦୁଝରକୁ ହରାଇଲା କଟକ
କଟକ: ଓଡିଶା ପ୍ରୋ ଟି୨୦ ଲିଗରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ କଟକ ପାନ୍ଥର୍ସ ୫ ୱିକେଟରେ କେନ୍ଦୁଝର ମାଇନର୍ସକୁ ପରାସ୍ତ କରିଛି । କଟକ ବିଜୟରେ ବିପ୍ଲବ ସାମନ୍ତରାୟ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି କେନ୍ଦୁଝର ୨୦ ଓଭରରେ ୧୨୭ ରନ କରି ଅଲଆଉଟ…