Latest Odisha News

BREAKING NEWS

Yearly Archives

2025

କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ…

ମାଆ ହେବେ କ୍ୟାଟ୍ରିନା, ଖୁସିରେ ଭିକ୍କିଙ୍କ ପାଦ ତଳେ ଲାଗୁନି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି । ଭିକ୍କି କୌଶଲ ଏବଂ କ୍ୟାଟ୍ରିନା ୨୦୨୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏବେ ଉଭୟ ପିତା ମାତା ହେବାକୁ ଯାଉଥିବାରୁ ସେମାନଙ୍କ ପାଦ ଆଉ ତଳେ ଲାଗୁନି । ଉଭୟ ଖୁସୀରେ ଆତ୍ମହରା । କ୍ୟାଟ୍ରିନା-ଭିକ୍କି…

ବିଜେଡିର ପ୍ରତିବାଦ; ବିକ୍ଷୋଭକାରୀଙ୍କ ଉପରକୁ ପୋଲିସର ପାଣି ମାଡ଼

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଏ ନେଇ ବିଧାନସଭା ସମ୍ମୁଖରେ ଜୋରଦାର୍‌ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ସମୟରେ ବିଜେଡି କର୍ମୀ ୨ଟି ବ୍ୟାରିକେଡ ଭାଙ୍ଗିଥିବବା ଦେଖିବାକୁ ମିଳିଛି।…

ବିଦେଶରେ ଟି୨୦ ଲିଗ ଖେଳିବେ ରବିଚନ୍ଦ୍ରନ ଅଶ୍ୱୀନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଭାରତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏବେ ଅଶ୍ୱୀନ ବିଦେଶରେ ଟି୨୦ ଲିଗ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଅଶ୍ୱୀନ ଅଷ୍ଟ୍ରେଲିଆର ବିଗ ବ୍ୟାଶ ଲିଗ(ବିବିଏଲ) ଓ ୟୁଏଇରେ ଟି୨୦ ଲିଗ ଖେଳିବେ । ଆଇପିଏଲରୁ ଅବସର ନେବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବେନି ପନ୍ତ

ନୂଆଦିଲ୍ଲୀ: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ ନାହିଁ । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନ ଥିବାରୁ ସେ ଏହି ସିରିଜରୁ ଓହରି ଯାଇଛନ୍ତି । ଅକ୍ଟୋବର ୨ରୁ ଅହମ୍ମଦାବାଦରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ…

Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ପ୍ରତିବାଦ। ବିଜେଡି ଗୃହ ଚଳାଇ ଦେଉ ନଥିବା ଅଭିଯୋଗରେ କଂଗ୍ରେସର ପ୍ରତିବାଦ। ବାଚସ୍ପତିଙ୍କ…

Encounter: ଏନକାଉଣ୍ଟରରେ ଦୁଇ ଟପ୍ ମାଓ କମାଣ୍ଡର ନିହତ; ମୁଣ୍ଡରେ ଥିଲା ୮୦ଲକ୍ଷ ପୁରସ୍କାର

ରାୟପୁର: ବସ୍ତରରେ ନକ୍ସଲମାନଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି। ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରେ ଥିବା ଅବୁଝମାଡ ଜଙ୍ଗଲରେ ସୋମବାର ଏକ ବଡ଼ ଧରଣର ନକ୍ସଲ ଏନକାଉଣ୍ଟର ହୋଇଥିଲା।ଏହି ଏନକାଉଣ୍ଟରରେ ଦୁଇ ଜଣ ବରିଷ୍ଠ ନକ୍ସଲ କମାଣ୍ଡର ନିହତ ହୋଇଥିଲେ। ପ୍ରତ୍ୟେକ…

ଭୂସ୍ଖଳନ ଯୋଗୁଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେଲା କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ; ଏପଟେ ବଣ୍ଡାଘାଟିକୁ…

ମାଲକାନଗିରି:ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମାଙ୍କଡ଼ଝୋଲା ଝରଣା ନିକଟରେ ଭୂସ୍ଖଳନ । ମାଙ୍କଡ଼ ଝୋଲା ଠାରୁ ମୁଦୁଲିପଡା ବଣ୍ଡାଘାଟିକୁ ଯାଇଥିବା ମୁଖ୍ୟ ରାସ୍ତାରୁ ଅତଡା ଖସି ବଣ୍ଡାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଖଇରପୁଟ ବିଡିଓ  ,ତହସିଲଦାର ନ…

ଭାରତ ଓ ଆୟୁର୍ବେଦ ପାଇଁ ଗର୍ବ: ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ମଧ୍ୟରେ ସାମିଲ ହେଲେ ଆଚାର୍ଯ୍ୟ…

ନୂଆଦିଲ୍ଲୀ: ପ୍ରକାଶକ ଏଲସେଭିୟରଙ୍କ ସହଯୋଗରେ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ୍ ଗ୍ରୁପ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ, ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ଦିଆଯାଇଛି। ଏହି ସଫଳତା ହାସଲ କରିବା କେବଳ ଆଚାର୍ଯ୍ୟ…

ଆମେ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବା ଉଚିତ.. IIT ମଦ୍ରାସର ନିର୍ଦ୍ଦେଶକ H-1B ଭିଜା ଫି ବୃଦ୍ଧି ଉପରେ ଏପରି କାହିଁକି…

ନୂଆଦିଲ୍ଲୀ: ଆମେରିକା ଏବେ H-1B ଭିଜା ପାଇଁ ପ୍ରତିବର୍ଷ ପ୍ରାୟ ₹୮.୮ ନିୟୁତ (ଏକ ଲକ୍ଷ ଡଲାର) ଆବେଦନ ଶୁଳ୍କ ନେବ। ଏହି ଶୁଳ୍କ ବୃଦ୍ଧି ଉପରେ ମତାମତ ଦେଇଛନ୍ତି IIT-ମଦ୍ରାସର ନିର୍ଦ୍ଦେଶକ କାମକୋଟି ଭିଜିଜିନାଥନ। ସେ କହିଛନ୍ତି, "ଆମେ ଏଥିପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଦେବା…