Latest Odisha News
Yearly Archives

2025

GST 2.0: ଆଜିଠୁ ଲାଗୁ ହେଲା ନୂଆ ଜିଏସଟି: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା

ନୂଆଦିଲ୍ଲୀ: ଆଜିଠୁ ନବରାତ୍ର ଆରମ୍ଭ ହେଉଛି। ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ…

Nabaratri Starts: ଶାରଦୀୟ ଦୁର୍ଗାପୂଜା: ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ନବ ଦିନାତ୍ମକ ପୂଜା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି।…

Weather Update: ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ: ଭିଜିବ ଦଶହରା, ଆଜି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ଭିଜିବ ପାର୍ବଣ। ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ। ଉତ୍ତର ଆଣ୍ଡାମାନ ଓ ସଂଲଗ୍ନବର୍ତ୍ତୀ ମିଆଁମାର ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଫଳରେ ଦଶହରାରେ ଅଧିକ ବର୍ଷା…

Radish benefits: ରକ୍ତଚାପକୁ ନିୟନ୍ତ୍ରଣ କରେ ମୂଳା !

ଭୁବନେଶ୍ବର: ଆଉ କିଛି ମାସ ପରେ ଥଣ୍ଡା ପଡିବ । ତେବେ ଏହି ଶୀତ ଋତୁର ଏକ ପରିବା ହେଉଛି ମୂଳା। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ମୂଳାକୁ ଅନେକ ଉପାୟରେ ଖାଦ୍ୟରେ ସାମିଲ କରୁ। ତେବେ ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଥଣ୍ଡା, କାଶ ଏବଂ ଫ୍ଲୁରୁ ରକ୍ଷା କରିବାରେ ସାହାଯ୍ୟ…

U.S. Vs Venezuela: ଭେନେଜୁଏଲା ସାଧାରଣ ନାଗରିକଙ୍କୁ ଦେଉଛି ସାମରିକ ତାଲିମ;ଏହାର ପଛରେ ଆମେରିକା…

ନୂଆଦିଲ୍ଲୀ: ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଦେଶର ନାଗରିକମାନଙ୍କୁ ଅସ୍ତ୍ର ତାଲିମ ପ୍ରଦାନ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ନିକୋଲାସ ମାଦୁରୋ ଶନିବାର…

Historic first: ମରକ୍କୋରେ ରାଜନାଥ ସିଂହ; ଭାରତର ପ୍ରଥମ ବିଦେଶ ପ୍ରତିରକ୍ଷା କାରଖାନା କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (ସେପ୍ଟେମ୍ବର ୨୧) ଦୁଇ ଦିନିଆ ସରକାରୀ ଗସ୍ତରେ ମରକ୍କୋର କାସାବ୍ଲାଙ୍କାରେ ପହଞ୍ଚିଛନ୍ତି। ମରକ୍କୋ ଗସ୍ତରେ ଯାଇଥିବା ସେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ ସିଂହଙ୍କୁ ମହମ୍ମଦ ଭି ଆନ୍ତର୍ଜାତୀୟ ବିମାନବନ୍ଦରରେ…

ଏସିଆ କପ୍‌ରେ ହାରିସ ରାଉଫଙ୍କ ବିବାଦୀୟ ଇସାରା, ଭାରତୀୟ ଦର୍ଶକଙ୍କୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଲଢେଇ ହୋଇଥିଲା। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନୀ ପେସର ହାରିସ୍ ରାଉଫ ଭାରତୀୟ ପ୍ରଶଂସକଙ୍କୁ ୬-୦ ଇଶାରା କରି ବିବାଦରେ ଫସିଛନ୍ତି। ବାଉଣ୍ଡ୍ରି…

Removal of grave of Afzal Guru: ତିହାର ଜେଲରୁ ଅଫଜଲ ଗୁରୁର କବର ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ

ନୂଆଦିଲ୍ଲୀ: ତିହାର ଜେଲରୁ ଆତଙ୍କବାଦୀ ମକବୁଲ ଭଟ୍ଟ ଏବଂ ଅଫଜଲ ଗୁରୁର କବର ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଆତଙ୍କବାଦ ସମ୍ପର୍କିତ ଅପରାଧ ପାଇଁ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ଦିଲ୍ଲୀର ସେଣ୍ଟ୍ରାଲ ଜେଲ ତିହାରରୁ ମହମ୍ମଦ ମକବୁଲ ଭଟ୍ଟ ଏବଂ ମହମ୍ମଦ ଅଫଜଲ…

ଛକା ପରେ ଚୌକା ମାଡ଼: ଶୁଭମାନ ଗିଲ ଓ ଶାହୀନ ଆଫ୍ରିଦିଙ୍କ ମଧ୍ୟରେ ପିଚ୍‌ରେ ଝଗଡ଼ା

ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଲା। ଶୁଭମାନ ଗିଲ ଓ ଶାହୀନ ଆଫ୍ରିଦିଙ୍କ ମଧ୍ୟରେ ପିଚ୍‌ରେ ଯୁକ୍ତିତର୍କ ପରେ ଝଗଡ଼ା ହୋଇଥିଲା। ଏହା ସତ୍ତ୍ୱେ ଗିଲ ଓ ଅଭିଷେକ ଶର୍ମା ପାକିସ୍ତାନୀ ବୋଲରଙ୍କୁ ଧୂଳିଚାଟଇଛନ୍ତି। ଶାହୀନଙ୍କ ବୋଲିଂକୁ ଗିଲ ଚୌକା ଓ…

ଅର୍ଦ୍ଧଶତକ ପରେ ଉତ୍ସାହିତ ସାହିବଜାଦାଙ୍କ ‘ବନ୍ଧୁକ ସେଲିବ୍ରେସନ୍’: ଶିବମ ଦୁବେ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ପାକିସ୍ତାନର ଓପନର ସାହିବଜାଦା ଫରହାନ ଦମଦାର ଅର୍ଦ୍ଧଶତକ ମାରିଥିଲେ। ମାତ୍ର ତାଙ୍କର ସେଲିବ୍ରେସନ ତାଙ୍କୁ ବିବାଦରେ ପକାଇଛି। ଏପଟେ ଲଗାତର ଦୁଇଟି ମ୍ୟାଚ ଭାରତଠୁ ହାରିବା ପରେ ପାକିସ୍ତାନ ଏବେ ନିଜ ଦେଶରୁ କଡ଼ା ସମାଲୋଚନାର ଶିକାର ହୋଇଛି। ଦୁବାଇ…