Sheikh Hasina Slams Yunus Govt: ବାଂଲାଦେଶରେ ଅଶାନ୍ତି ପାଇଁ ୟୁନୁସ ଦାୟୀ : ଶେଖ୍ ହସିନା
ନୂଆଦିଲ୍ଲୀ: ଗତ କିଛି ଦିନର ହିଂସା ଏବଂ ପ୍ରତିବାଦ ପରେ ଢାକାର ପରିସ୍ଥିତି ଶାନ୍ତ ଦେଖାଯାଉଥିଲେ ମଧ୍ୟ, ବାଂଲାଦେଶର ରାଜନୈତିକ ଦୃଶ୍ୟପଟରେ ଉତ୍ତେଜନା ତୀବ୍ର ହୋଇଛି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ଏହାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ…