Latest Odisha News
Yearly Archives

2025

ଭାରତ ପୁଣି ପାକିସ୍ତାନକୁ ହରାଇଲା: ଅଭିଷେକ ଓ ଶୁଭମନଙ୍କ ଦମଦାର ବ୍ୟାଟିଂ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଲା। ଏହି ବିଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିରୋଧରେ ଲଗାତାର ଦ୍ଵିତୀୟ ବିଜୟ। ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ ଶୁଭମନ ଗିଲ ୪୭ ରନର ଦମଦାର ଇନିଂସ ଖେଳଥିଲେ। ପାକିସ୍ତାନ…

ଅଭିଯୁକ୍ତ ଟ୍ରେନରୁ ଫେରାର ଘଟଣାରେ ନିଲମ୍ବିତ ହେଲେ ଏଏସଆଇଙ୍କ ସମେତ…

ବାଲେଶ୍ବର:ବାଲେଶ୍ଵର ଏସପି ନାବାଳିକା ଅପହରଣ ମାମଲାର ଅଭିଯୁକ୍ତ ଟ୍ରେନରୁ ଫେରାର ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନାର ଜଣେ ଏଏସଆଇ ଓ ୨ ଜଣ କନେଷ୍ଟବଳଙ୍କୁ ବାଲେଶ୍ଵର ଏସପି ନିଲମ୍ବିନ କରିଛନ୍ତି ।…

Encounter breaks out: ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି; ଜଙ୍ଗଲରେ ଲୁଚିଛନ୍ତି…

ଶ୍ରୀନଗର: ରବିବାର ଜମ୍ମୁ ଏବଂ କାଶ୍ମୀରର କିସ୍ତୱାର ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । କିସ୍ତୱାର ଗୁଳିକାଣ୍ଡରେ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ। ସେନା କହିଛି ଯେ ହ୍ୱାଇଟ୍ ନାଇଟ୍…

ଫାର୍ଷ୍ଟ୍ କ୍ଲାସ ଏସି କୋଚରୁ ନେଉଥିଲେ ବେଡସିଟ ଓ କମ୍ବଳ, ଧରିଲେ କର୍ମଚାରୀ…

ନୂଆଦିଲ୍ଲୀ: ପୁରୁଷୋତ୍ତମ ଏକ୍ସପ୍ରେସର ଫାର୍ଷ୍ଟ୍ କ୍ଲାସ ଏସି କୋଚରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ବେଡରୋଲ ଚୋରି କରୁଥିବାର ଅଭିଯୋଗ ବାରମ୍ବାର ହେଉଥିବା ନଜର ଆସିଛି। ତେବେ ଏପରି କିଛି ଘଟଣାକୁ ନେଇ ବର୍ତ୍ତମାନ୍ ଅନଲାଇନରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରେନ…

ବରିଷ୍ଠ ନାଗରିକଙ୍କ ପାଇଁ ଆଲ୍ଜାଇମର୍ସ ଓ ଡିମେନ୍ସିଆ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ ଭାରତ (ARDSI) ର ଭୁବନେଶ୍ୱର ଶାଖା, ସମୁଦାୟ ସଂଲଗ୍ନତା ଏବଂ ଆଲ୍ଜାଇମର୍ସ ଓ ଡିମେନ୍ସିଆ ବିଷୟରେ ସଚେତନତା କାର୍ଯ୍ୟକ୍ରମ (Community Engagement & Awareness Programme) ଆୟୋଜନ କରାଯାଇଥିଲା।…

Bhubaneswar Club President: “ଭୋଟ୍ ଫର ଚେଞ୍ଜ” ନାରା ହେଲା ସଫଳ: ଭୁବନେଶ୍ବର କ୍ଲବ ସଭାପତି ହେଲେ ପ୍ରଦୀପ ଜେନା

ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇର ଆସିଲା ଫଳାଫଳ । ପ୍ରଦୀପ ଜେନା ଅସିତ ତ୍ରିପାଠୀଙ୍କୁ ପରାସ୍ତ କରି ନୂତନ ସଭାପତି ହେଲେ । ଲଳିତ ଦାସ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି, ପ୍ରଗତି କୁମାର ମହାନ୍ତି ଏବଂ ସମ୍ବିତ ମହାନ୍ତି…

ଚହଲଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ

ଦୁବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ ୨୦୨୫ ଅବସରରେ ୟୁଜଭେନ୍ଦ୍ର ଚହଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ଭାରତ ବୋଲର ହୋଇଛନ୍ତି । ସେ ୧୧୮ ମ୍ୟାଚରେ ୯୭ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ…

AI ପଢ଼ିପାରେ କି ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ ? ଆସିଗଲା ନୂଆ ଟେକ୍ନୋଲଜି

ନୂଆଦିଲ୍ଲୀ: ଆମେ ଏକ ଡିଜିଟାଲ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପ୍ରାୟ ସବୁ କିଛି ଉପରେ କବଜା କରିଛି। ଯେଉଁମାନେ ଡାକ୍ତରଙ୍କ ପାଖକୁ ଯାଇଛନ୍ତି, ସେମାନେ ଜାଣନ୍ତି ଯେ ହାତ ଲେଖା ପ୍ରେସକ୍ରିପ୍ସନ ପଢ଼ିବା କେତେ କଷ୍ଟକର ହୋଇପାରେ – ଏଥିରେ କ’ଣ ଲେଖାଯାଇଛି…

ଏହି ସବୁ ଦେଶରେ ମିଳୁ ନାହାନ୍ତି ବର

ନୂଆଦିଲ୍ଲୀ: ଭାରତରେ ଏବେ ପୁଅମାନଙ୍କୁ ବିବାହ ଉପଯୋଗୀ ଝିଅ ନ ମିଳିବା ଧୀରେ ଧୀରେ ଏକ ସମସ୍ୟାରେ ପରିଣତ ହେବାରେ ଲାଗିଛି । ତେବେ ପୃଥିବୀରେ ଏ ଭଳି ଦେଶ ସବୁ ଅଛି ଯେଉଁଠାରେ ବର ମିଳିବା କଷ୍ଟକର ହୋଇ ପଡୁଛି । ଦିଜିବୁତ ନାମକ ଏକ ଦେଶ ଅଛି ଯେଉଁଠାରେ ମହିଳାଙ୍କ ଅନୁପାତ ୫୫ ପ୍ରତିଶତ ରହିଛି ।…

ସ୍ବର୍ଗତ ଢୋଲକିଆଙ୍କ ରାଜନୈତିକ ପ୍ରତିଦ୍ବନ୍ଦୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ ନଥିଲେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରିଛନ୍ତି। ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ ସେ ତାଙ୍କର ଜଣେ ଉତ୍ତମ…