Latest Odisha News

BREAKING NEWS

Yearly Archives

2025

Kashmir’s Food Supply: ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ

ଶ୍ରୀନଗର: କାଶ୍ମୀର ଘାଟିରେ ରେଳ-ଭିତ୍ତିକ ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ସ୍ବରୂପ, ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଏକ ଖାଦ୍ୟଶସ୍ୟବାହୀ ଟ୍ରେନ ଆଜି ଅନନ୍ତନାଗ ଗୁଡ୍ସ ଟର୍ମିନାଲରେ ପହଞ୍ଚିଛି । ଏହା ସହିତ ଏହି ଅଞ୍ଚଳଟି ଜାତୀୟ ମାଲବାହୀ ରେଳ ନେଟଓ୍ବର୍କ ସହ…

India rejects Bangladesh media’s report: ବାଂଲାଦେଶର ‘ବିଭ୍ରାନ୍ତିକର ପ୍ରଚାର’କୁ ଭାରତ କଲା…

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ଗଣମାଧ୍ୟମ ରିପୋର୍ଟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଏହାକୁ "ବିଭ୍ରାନ୍ତିକର ପ୍ରଚାର" ବୋଲି କହିଛି ଭାରତ । ଦିଲ୍ଲୀରେ ବାଂଲାଦେଶୀ ହାଇକମିଶନ ବାହାରେ ହୋଇଥିବା ପ୍ରତିବାଦ ସମ୍ପର୍କରେ ବାଂଲାଦେଶରେ ପ୍ରଦର୍ଶିତ ହେଉଥିବା ମିଡିଆ ରିପୋର୍ଟ ଉପରେ ଭାରତୀୟ…

ବିଜୟ ହଜାରେ ଟ୍ରଫି: କଠିନ ଅଭ୍ୟାସ କରୁଛନ୍ତି କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ କେବଳ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ସେ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । କ୍ରମାଗତ ଖରାପ ଫର୍ମରେ ରହିବା ପରେ ଏବେ କୋହଲି ତାଙ୍କ ପୂରୁଣା ଲୟକୁ ଫେରିଛନ୍ତି ।…

AntiNaxal Operation: ସୁରକ୍ଷା ବାହିନୀଙ୍କୁ ବଡ ସଫଳତା;ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ରାୟପୁର: ଆଜି ଗରିଆବନ୍ଦ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଓଡ଼ିଶା-ଛତିଶଗଡ ସୀମାନ୍ତରେ ଏକ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବାହିନୀ ଜଙ୍ଗଲରେ ମାଓବାଦୀମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି।…

କିଟରେ ‘ମାର୍ଚ୍ଚିଂ ବିୟଣ୍ଡ ଦି ଲାଇବ୍ରେରୀ ୨୦୨୫’ ଶୀଷର୍କ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ମ୍ୟାନେଜମେଣ୍ଟ ଲାଇବ୍ରେରୀ ନେଟ୍‍ୱର୍କ (MANLIBNET) ଏବଂ ICMBL 2025 ମିଳିତ ଆନୁକୂଲ୍ୟରେ ତିନି ଦିନିଆ ଅନ୍ତର୍ଜାତୀୟ ଲାଇବ୍ରେରୀ ୨୦୨୫ ଶୀର୍ଷକ ସମ୍ମିଳନୀ କିଟରେ ଉଦଘାଟିତ ହୋଇଯାଇଛି। ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ…

୧୮ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭୁବନେଶ୍ୱର: ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୮ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବଲେଖିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି…

ଚିଲିକା ମୁହାଣରେ ବୁଡ଼ିଗଲେ ପର୍ଯ୍ୟଟକ

ବ୍ରହ୍ମଗିରି: ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଗଲେ ପର୍ଯ୍ୟଟକ। ପର୍ଯ୍ୟଟକ ଜଣକ ସାତପଡ଼ା ବୁଲିବାକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ପର୍ଯ୍ୟଟକ ଜଣକ ହେଲେ ଝାଡଖଣ୍ଡର କୁଶଗ୍ର ଦିବ୍ୟ। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର…

VB—G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ବିକାଶିତ ଭାରତ-ନିଯୁକ୍ତି ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି (ଗ୍ରାମୀଣ) (VB-G RAMG) ବିଲ୍ ୨୦୨୫କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ଏହା ଦ୍ବାରା ପ୍ରମୁଖ ଗ୍ରାମୀଣ ନିଯୁକ୍ତି ଯୋଜନା ପାଇଁ ରାସ୍ତା ସରଳ ହୋଇପାରିବ ବୋଲି ଆଶା କରାଯାଉଛି।…

ଆଗକୁ ୨ଟା ବିଶ୍ୱକପ, ଅଧିନାୟକଙ୍କ ଫର୍ମ ଟିମ ଇଣ୍ଡିଆ ପାଇଁ ସାଜିଛି ଚିନ୍ତାର କାରଣ

ନୂଆଦିଲ୍ଲୀ: ଆଉ ହାତଗଣତି ଦିନ ପରେ ୨୦୨୫ ଆମଠାରୁ ବିଦା ନେଇଯିବ । ୨୦୨୬ ଆରମ୍ଭରେ ଭାରତୀୟ କ୍ରିକେଟ ଟିମ ୨ଟା ବିଶ୍ୱକପ ଖେଳିବ । ତେବେ ଏହି ୨ଟା ବିଶ୍ୱକପ ପୂର୍ବରୁ ଅଧିନାୟକଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ୨୦୨୬ ଆରମ୍ଭରେ ପ୍ରଥମେ ୧୯ ବର୍ଷରୁ କମ ବିଶ୍ୱକପ ଖେଳାଯିବ । ଭାରତୀୟ ଟିମ ଭଲ…

କଳିଙ୍ଗନଗରରେ ଟାଟା ଷ୍ଟିଲ୍ ପକ୍ଷରୁ ୨୪୩ଟି ନୂଆ ପୋଖରୀ…

କଳିଙ୍ଗନଗର: କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସ୍ଏଫ୍) ପକ୍ଷରୁ ସ୍ଥାୟୀ ଜଳ ସମ୍ପଦ ସୃଷ୍ଟିକୁ ଗୁରୁତ୍ୱ ଦେଇ ଗତ ୫ ବର୍ଷରେ ୨୮ଟି ଗ୍ରାମପଞ୍ଚାୟତ (ଦଗଗଦି-୧୦ ଏବଂ ସୁକିନ୍ଦା-୧୮)ରେ ୨୪୩ଟି ନୂଆ ପୋଖରୀ ସୃଷ୍ଟି କରାଯାଇଛି। ଟିଏସ୍ଏଫ୍ ଏକ ବ୍ୟାପକ ଏବଂ ନିରନ୍ତର ପ୍ରୟାସ…