Latest Odisha News

BREAKING NEWS

Yearly Archives

2025

Odisha Assembly Adjourned: ମାତ୍ର ୪ ମିନିଟ ଚାଲିଲା ଗୃହ, ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମାରେ ୪ଟା…

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ । ଚଲାଇ ଦେଲେନି ଗୃହ । ଆରମ୍ଭ ହେବାର ମାତ୍ର ୪ ମିନଟ୍ ପରେ ମୁଲତବୀ । ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ସୁରମା ପାଢୀ । ୧୭ତମ ରାଜ୍ୟ ବିଧାନସଭାର ଚତୁର୍ଥ ଅଧିବେଶନର…

Indian Railways: ପାର୍ବଣ ଋତୁ ପାଇଁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌, ଜାଣନ୍ତୁ କେଉଁ ସବୁ ରୁଟ୍‌ରେ ମିଳିବ ସେବା?

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ। ଏନେଇ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ଆରମ୍ଭ କରିଛି କିଛି ପାର୍ବଣ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌। ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ…

Odisha Vigilance: ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍, ଏକକାଳୀନ ୯ଟି ସ୍ଥାନରେ ଚଢାଉ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତରଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ରେଞ୍ଜର ଅନ୍ତରଯ୍ୟାମୀ…

Cuttack Mahanadi: ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ଟି ବନ୍ଧ ଓ ୪୪ଟି ବ୍ୟାରେଜ

କଟକ: ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ। ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ଗତକାଲି ଏସମ୍ପର୍କରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ…

Encounter: ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଦୁଇ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ମାନକେଲି ଜଙ୍ଗଲରେ ସିଆରପିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ଉଭୟଙ୍କର ମୁଣ୍ଡରେ ଥିଲା ୭ ଲକ୍ଷ ଟଙ୍କାର ପୁରସ୍କାର।…

ଟ୍ରେନ ଧକ୍କାରେ ଶୁଭମିତ୍ରାଙ୍କ ସମ୍ପର୍କୀୟ ମୃତ

ଭୁବନେଶ୍ବର: ଟ୍ରେନ ଧକ୍କାରେ କନେଷ୍ଟବଳ ଶୁଭମିତ୍ରାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ। ଭୁବନେଶ୍ବର ପଟିଆ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା। ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ଜଣେ ସଂପର୍କୀୟଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ…

TPSODL: ସୁରକ୍ଷିତ ପାର୍ବଣ ଉତ୍ସବ ପାଳନ ନିମନ୍ତେ ଟିପିଏସ୍ଓଡିଏଲ୍ ଜାରି କଲା ସୁରକ୍ଷା ପରାମର୍ଶ

ବ୍ରହ୍ମପୁର: ଦୁର୍ଗାପୂଜା ତଥା ପାର୍ବଣ ଋତୁ ପାଖେଇ ଆସୁଥିବା ହେତୁ ବୈଦ୍ୟୁତିକ ନିରାପତ୍ତାକୁ ପ୍ରାଥମିକତା ଦେଇ ଦାୟିତ୍ୱପୂର୍ଣ୍ଣ ଭାବେ ଉତ୍ସବ ପାଳନ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଉପଭୋକ୍ତାମାନଙ୍କୁ ନିବେଦନ କରାଯାଇଛି।…

Block LeT, JeM Operations from Afghan: ଆଫଗାନିସ୍ତାନ ଭୂମିକୁ ଆତଙ୍କବାଦୀଙ୍କ ବ୍ୟବହାର ପାଇଁ ଦିଆଯିବ ନାହିଁ:…

ନୂଆଦିଲ୍ଲୀ: ଭାରତ ଜାତିସଂଘରେ ପାକିସ୍ତାନକୁ ପରୋକ୍ଷ ଭାବରେ ଚେତାବନୀ ଦେଇଛି । ଭାରତ ମିଳିତ ଜାତିସଂଘ (UN)ରେ ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦ ବିରୋଧରେ କଠୋର ମନୋଭାବ ଗ୍ରହଣ କରିଛି। ଭାରତ ଆଫଗାନିସ୍ତାନର ପୁନଃନିର୍ମାଣର ସମର୍ଥକ ଏବଂ ସହଯୋଗୀ, କିନ୍ତୁ ଏହାର ମାଟିକୁ ଆଉ…

ଭାରତ ଉପରୁ ଆମେରିକା ହଟାଇବ କି ୨୫% ଅତିରିକ୍ତ ଶୁଳ୍କ?

ନୂଆଦିଲ୍ଲୀ: ଋଷ ଠାରୁ ତୈଳ କ୍ରୟ କରିବା ପରେ ଆମେରିକା ଅସନ୍ତୁଷ୍ଟ ହୋଇ ଅଗଷ୍ଟ ୨୭ରୁ ଭାରତୀୟ ଉତ୍ପାଦ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଯାହାପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ଆଗାମୀ ଆଠରୁ ଦଶ ସପ୍ତାହ ମଧ୍ୟରେ ଏହି ଶୁଳ୍କ ବିବାଦର ସମାଧାନ ହେବା…

ମେଡିକାଲ ଶିକ୍ଷା ଓ ତାଲିମ ବିକାଶ ନିମନ୍ତେ ୯୮ ନୂଆ ନିଯୁକ୍ତି…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ନଜର ରେ ରଖି ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ମୋଟ ୯୮ଟି ନୂତନ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ୨୩ଟି ବିଶେଷଜ୍ଞ ବିଭାଗରେ ୯୧ ଜଣ ସହାୟକ ପ୍ରଫେସର ଓ…