୨୦ ହଜାର ଟଙ୍କାରୁ କମରେ Primebook 2 Pro ଓ Max ଲାପଟପ୍ ହେଲା ଲଞ୍ଚ, ମିିଳିବ Android 15 OS, AI ଫିଚର୍ସ
ଭୁବନେଶ୍ୱର: ଭାରତୀୟ କନଜ୍ୟୁମର ଟେକ୍ ବ୍ରାଣ୍ଡ ପ୍ରାଇମ୍ବୁକ୍ ତା’ର ନୂତନ ଲାପଟପ୍ ସିରିଜ୍—ପ୍ରାଇମ୍ବୁକ୍ ୨ ପ୍ରୋ ଏବଂ ପ୍ରାଇମ୍ବୁକ୍ ୨ ମ୍ୟାକ୍ସ—ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ଲାପଟପ୍ଗୁଡ଼ିକ ମିଡିଆଟେକ୍ ହେଲିଓ ଜି୯୯ ପ୍ରୋସେସର ଦ୍ୱାରା ଚାଲିତ ଏବଂ ଆଣ୍ଡ୍ରଏଡ୍ ୧୫…