Latest Odisha News

BREAKING NEWS

Yearly Archives

2025

ମୃତଦେହ ଧରି ପୋଲିସ ମୁଖ୍ୟାଳୟରେ ଡ୍ୟୁଟି କରିଥିଲା ଦୀପକ

ଭୁବନେଶ୍ୱର: ଧିରେ ଧିରେ ପଦାକୁ ଆସୁଛି ଅଭିଯୁକ୍ତ ଦୀପକ ରାଉତଙ୍କ ସତ। ଶୁଭମିତ୍ରାଙ୍କ ହତ୍ୟା ଘଟଣାର ପୁରା ସତ ସେ ପୋଲିସ ଆଗରେ କହିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା। ପ୍ରାୟ ୧ ଘଣ୍ଟାରୁ ଅଧିକ…

ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ଗଣତିମଣତି, ଧାଡି ଦର୍ଶନର ହେବ ଟ୍ରାଏଲ୍ ରନ୍: ଆଇନମନ୍ତ୍ରୀ

ଭୁବନେଶ୍ବର: ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ହେବ ଗଣତିପଣତି। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକ ବସିଥିଲା। କମିଟି ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି ଯେ, ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାରର ସିନ୍ଧୁକକୁ ରତ୍ନଭଣ୍ଡାର ଭିତରକୁ ସ୍ଥାନାନ୍ତର କରାଯିବ। ନ ହେଲେ ୨୪ ତାରିଖରେ ହେବ। ଥରେ…

ବିଏସଏବିଟିର ୧୧୨ଟି ଦୋକାନ ଗୃହକୁ ଆବଣ୍ଟନ ପାଇଁ ବିଡିଏର ଲଟେରି ବ୍ୟବସ୍ଥା…  

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ବଡ଼ ପରିବହନ କେନ୍ଦ୍ର ଭାବେ ପରିଚିତ ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ (ବିଏସଏବିଟି)ର ୧୧୨ ଦୋକାନ ଗୃହକୁ ଆବଣ୍ଟନ ପାଇଁ ଗୁରୁବାର ଏକ ଲଟେରି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ…

ମହିଳା କନଷ୍ଟେବଳ ହତ୍ୟା ଘଟଣା; ବୀମା ଟଙ୍କା ପାଇଁ ସ୍ବାମୀ ନେଲା ଜୀବନ..

ଭୁବନେଶ୍ୱର: ପୋଲିସ ସେବା ଭବନର ଆକାଉଣ୍ଟସ୍ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ଦୀପକ କୁମାର ରାଉତଙ୍କୁ ତାଙ୍କ ଦ୍ବିତୀୟ ପତ୍ନୀ ଅର୍ଥାତ୍ ଟ୍ରାଫିକ ପୋଲିସ ଭାବେ କାର୍ଯ୍ୟରତ ଥିବା ଶୁଭମିତ୍ରା ସାହୁଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ତେବେ ଏହି ଗିରଫଦାରୀ ପରେ ୨୦୨୨ରେ ଏକ ସଡ଼କ…

Fake Certificate Case: ଜାଲ ସାର୍ଟିଫିକେଟରୁ ଚାକିରି କରିବା ମାମଲା: ଆଉ ଜଣକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ…

ବଲାଙ୍ଗୀର: ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲା। ପୁଣି ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜଣକ କଳାହାଣ୍ଡି ଜିଲ୍ଲା କୁଣ୍ଡାବନ୍ଧ ଗାଁର ମଳୟ ଭୋଇ। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ନକଲି ଶିକ୍ଷାଗତ ସାର୍ଟିଫିକେଟ କିଣି ଗ୍ରାମୀଣ ଡାକ…

Four Mou Sign:’ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଆହୁରି ସଶକ୍ତ କରିବ ୪ଟି ବୁଝାମଣାପତ୍ର’

ଭୁବନେଶ୍ଵର: ଆଜି ୧ ଲକ୍ଷ ୬୩ ହଜାର ୭୫୭ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯିବ ସହ ମିଶନ ଶକ୍ତି ବିଭାଗ ସହ FICSI, TSSC, GJSCI and NCWର ୪ଟି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି।…

PM Modi speaks with Sushila Karki :ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦୀ; ଜାଣନ୍ତୁ ଫୋନରେ କଣ କହିଲେ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି। ହିଂସାତ୍ମକ ପ୍ରତିବାଦ ସମୟରେ ପ୍ରାଣହାନି ପାଇଁ ସେ ଗଭୀର…

ସ୍ୱତନ୍ତ୍ର ଅଭିଯାନର ୧୭ତମ ଦିନରେ ୧.୧୫ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ବେଆଇନ ନିଶା କାରବାର ବିରୋଧରେ ଚାଲୁଥିବା କଡା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ଵରୂପ ସ୍ୱତନ୍ତ୍ର  ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ର ୧୭ତମ ଦିନରେ ମୋଟ ୧.୧୫ କୋଟି ଟଙ୍କାର ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ଏହି ଅଭିଯାନ ୧୭ ତମ ଦିନରେ ୧୫୦ଟି ମାମଲା…

Silver Purity Measurement: ସୁନାକୁ କ୍ୟାରେଟରେ ମପାଯାଏ, ରୁପାର ଶୁଦ୍ଧତା କିପରି ମପାଯାଏ ଜାଣନ୍ତି କି?

ନୂଆଦିଲ୍ଲୀ: ଆଜିକା ଦିନରେ ସାରା ବିଶ୍ୱରେ ସୁନା ଦର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଯେବେଠାରୁ ସୁନା ଦାମ ବଢିଲାଣି ଲୋକେ ରୁପା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଆଜିକାଲି ସୁନା ଓ ରୁପା ପ୍ରତି ଲୋକଙ୍କ ଚାହିଦା ବଢିବାରେ ଲାଗିଛି। ଲୋକମାନେ ସବୁବେଳେ ସୁନା ଓ ରୁପା ପ୍ରତି…

ମା ପାଇଁ ଗଛଟିଏ ଅଭିଯାନ ୨.୦: ଓଏମସି ପକ୍ଷରୁ ରାଜ୍ୟର ୨୭ ସ୍ଥାନରେ ୧ ଲକ୍ଷ ବୃକ୍ଷ ରୋପଣ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ରାଜ୍ୟବ୍ୟାପୀ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆୟୋଜିତ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ଓଡ଼ିଶା ଖଣି ନିଗମ ସାମିଲ ହୋଇ ନିଜ ଖଣି ଓ…