Latest Odisha News

BREAKING NEWS

Yearly Archives

2025

Odisha Assembly Monsoon Session: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ କଲେ…

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ କାର୍ଯ୍ୟ ଦିବସରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଚି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି…

Major Drug Trafficking Countries: ପାକିସ୍ତାନ ସହିତ ଭାରତକୁ ଏହି ତାଲିକାରେ ସାମିଲ କଲା ଆମେରିକା…

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୨୩ଟି ଦେଶକୁ ନିଶା ଚାଲାଣ ଏବଂ ଅବୈଧ ଉତ୍ପାଦନ ତାଲିକାରେ ସାମିଲ କରିଛନ୍ତି। ୫୦% ଶୁଳ୍କ ଲାଗୁ କରିବା ପରେ ଭାରତକୁ ଏବେ ପାକିସ୍ତାନ ଏବଂ ଚୀନ୍ ଭଳି ଦେଶ ସହିତ ଅବୈଧ ନିଶା ଉତ୍ପାଦନ ଏବଂ ଚାଲାଣର ଅଭିଯୁକ୍ତ ଦେଶ ତାଲିକାରେ…

Asia Cup 2025: ପୁଣି ବିଶ୍ବ ଆଗରେ ଲଜ୍ଜିତ ହେଲା ପାକିସ୍ତାନ, ରେଫରିଙ୍କ କ୍ଷମା ପ୍ରାର୍ଥନା ନେଇ କରୁଥିଲା ମିଛ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ UAE ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳ ଦ୍ୱାରା କରାଯାଇଥିବା ନାଟକ ସମଗ୍ର ବିଶ୍ୱକୁ ଲଜ୍ଜିତ କରିଛି। ସେପ୍ଟେମ୍ବର ୧୪ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ହାତ ମିଳାଇବାକୁ ମନା କରିବା ପରଠାରୁ ପାକିସ୍ତାନ ଦଳ ଅପମାନିତ ହୋଇଛି।…

Pak-Saudi defence pact: ସାଉଦି ଆରବ-ପାକିସ୍ତାନ ପ୍ରତିରକ୍ଷା ଚୁକ୍ତିକୁ ନେଇ ଏପରି କହିଲା ଭାରତ…

ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିନାମା ହୋଇଛି । ତେବେ ପାକିସ୍ତାନ -ସାଉଦି ଆରବ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିନାମା ଉପରେ ଭାରତ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ବୁଧବାର ଦିନ ପାକିସ୍ତାନ ଏବଂ…

ବିଏମ୍‌ସି ପକ୍ଷରୁ ଆରମ୍ଭ ହେଲା ବୁଲାକୁକୁର ଗଣନା ; ଭୋର୍ ୫ଟାରୁ ଗଣତି….

ଭୁବନେଶ୍ବର: ପ୍ରଥମ ଥର ପାଇଁ ବୁଲାକୁକୁର ଗଣନା ଭୁବନେଶ୍ବରରେ ଆରମ୍ଭ ହେଲା । ଗୁରୁବାର ଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କୁକୁର ଘଣନା ଆରମ୍ଭ ହୋଇଛି । ଗୁରୁବାର ଭୋର ୫ଟା ରୁ ବିଏମସି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ବିଭିନ୍ନ ୱାର୍ଡ ଏବଂ ଗଳିକନ୍ଦିରେ ବୁଲତ କୁକୁର…

6G Coming: ଭାରତରେ 6G ସେବା ହେବ ଆରମ୍ଭ; ଗାଁରୁ ସହର ପର୍ଯ୍ୟନ୍ତ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍

ନୂଆଦିଲ୍ଲୀ:ଭାରତ 6G କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IIT ହାଇଦ୍ରାବାଦ ଭାରତର 6G ପ୍ରଯୁକ୍ତିବିଦ୍ୟା ଯାତ୍ରାର ନେତୃତ୍ୱ ନେଉଛି। ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଏବଂ ବିଭାଗ ସହିତ ମିଳିତ ଭାବରେ, IIT ହାଇଦ୍ରାବାଦ 7 GHz ବ୍ୟାଣ୍ଡରେ 6G ପ୍ରୋଟୋଟାଇପ୍ ସଫଳତାର ସହ ପରୀକ୍ଷଣ…

Chia seeds: ଏହି ଲୋକମାନେ ଭୁଲରେ ମଧ୍ୟ ଚିଆ ସିଡ୍ ଖାଆନ୍ତୁ ନାହିଁ…

ଭୁବନେଶ୍ବର:ସୁସ୍ଥ ରହିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଡାଏଟ୍ ଅନୁସରଣ କରନ୍ତି। ଆଜିକାଲି ଚିଆ ସିଡ୍ ଅନେକ ଖାଉଛନ୍ତି । ଏହା ଶରୀର ପାଇଁ ବହୁତ ଲାଭଦାୟକ, ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଲାଭ ପର୍ଯ୍ୟନ୍ତ। ଅଧିକାଂଶ ଲୋକ ଚିଆ ସିଡକୁ…

ଆସନ୍ତା ୨୩ରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହେବ: ଅରବିନ୍ଦ ପାଢୀ

ପୁରୀ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ । ସେହିଦିନ ଭୋର ୪ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟିବ । ସର୍ବସାଧାରଣ ଦର୍ଶନ ନେଇ କଟକଣା ରହିବ। ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ ।…

ଅଭିନେତ୍ରୀ ଦିଶା ପଟାନିଙ୍କ ଘରକୁ ଗୁଳିମାଡ଼ ଘଟଣା; ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇଥିବା ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେମାନେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଗ୍ୟାଙ୍ଗର ସଦସ୍ୟ ଥିଲେ। ସେପ୍ଟେମ୍ବର ୧୨ ତାରିଖରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ପାଇଁ ଗୋଲ୍ଡି ବ୍ରାର…

୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା । ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ…