Latest Odisha News

BREAKING NEWS

Yearly Archives

2025

ପୋକୋ ଇଣ୍ଡିଆର ‘ଫେଷ୍ଟିଭାଲ ମ୍ୟାଡନେସ’ ଅଫର: ଫ୍ଲିପକାର୍ଟରେ ପୂରା ଖସିଗଲା ଦାମ

ନୂଆଦିଲ୍ଲୀ: ପୋକୋ ଇଣ୍ଡିଆ ତା’ର ଜନପ୍ରିୟ ସ୍ମାର୍ଟଫୋନଗୁଡ଼ିକ ପାଇଁ ନୂଆ ମୂଲ୍ୟ ଘୋଷଣା କରିଛି। କମ୍ପାନୀର ‘ଫେଷ୍ଟିଭାଲ ମ୍ୟାଡନେସ’ ଅଭିଯାନ ଅଧୀନରେ ଗ୍ରାହକମାନେ ଫ୍ଲିପକାର୍ଟର ‘ବିଗ ବିଲିୟନ ଡେଜ୍ ସେଲ ୨୦୨୫’ରେ ବିଭିନ୍ନ ଅଫରର ଲାଭ ଉଠାଇ ପୋକୋ ଫୋନକୁ ସୁଲଭ ମୂଲ୍ୟରେ କିଣିପାରିବେ। ଏହି…

ବୃଦ୍ଧାଶ୍ରମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ବିଧାୟକ ଆକାଶ ଦାସନାୟକ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମର ଅନ୍ତେବାସୀ, ମୁକବଧୀର ବିଦ୍ୟାଳୟର ଛାତ୍ରଛାତ୍ରୀ, ବୃଦ୍ଧାଶ୍ରମର…

Airtelର ଫେଷ୍ଟିଭାଲ ଧମାକା: ମାତ୍ର ୩୭୯ ଟଙ୍କାରେ ସବୁ ଫ୍ରି, ମାଗଣାରେ ଦେଖିପାରିବେ OTT

ନୂଆଦିଲ୍ଲୀ: ଏୟାରଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଏକ ନୂଆ ଫେଷ୍ଟିଭାଲ ଅଫର ଘୋଷଣା କରିଛି, ଯାହା ପ୍ରିପେଡ୍ ଓ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଅଫରରେ ଗ୍ରାହକମାନଙ୍କୁ ଅନଲିମିଟେଡ୍ କଲିଂ, କ୍ଲାଉଡ୍ ଷ୍ଟୋରେଜ୍, ଏବଂ OTT ଆପ୍‌ଗୁଡ଼ିକର ମାଗଣା…

ମୁଖ୍ୟମନ୍ତ୍ରୀ ବସ୍ ସେବା; ଏଣିକି ମାଗଣା ଯାତ୍ରା କରିପାରିବେ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ସୁବିଧାକୁ ଉନ୍ନତ କରିବା ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରାକୁ ଅନୁମୋଦନ କରିଛନ୍ତି। ସ୍କୁଲ ୟୁନିଫର୍ମ ପିନ୍ଧିଥିବା କିମ୍ବା ପରିଚୟପତ୍ର ବହନ କରୁଥିବା ଛାତ୍ରଛାତ୍ରୀମାନେ ଏବେ ସରକାରୀ…

ପେନସନକୁ ନେଇ ଆସିଲା ବଡ଼ ଖବର, ବରିଷ୍ଠ ନାଗରିକଙ୍କୁ ମିଳିବ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଦିଲ୍ଲୀ ସରକାର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ବଡ଼ କଲ୍ୟାଣକାରୀ ଘୋଷଣା କରିଛନ୍ତି। କିନ୍ତୁ ଏହି ଘୋଷଣାର ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି କି ନାହିଁ, ଏହାକୁ ନେଇ ବିରୋଧୀ ଦଳମାନେ ସନ୍ଦେହ…

ବିହାର ରାଜନୀତିରେ ବଡ଼ ଓଲଟପାଲ ! ମେଣ୍ଟ ରାଜନୀତିରେ ହଟଚମଟ

ଭୁବନେଶ୍ୱର: ବିହାର ରାଜନୀତିରେ ବଡ଼ ଓଲଟପାଲଟ । ମେଣ୍ଟ ରାଜନୀତିକୁ ନେଇ ଆସିଲା ବଡ଼ ଖବର । କିଛିଦିନ ପୂର୍ବେ ୨୪୩ ଆସନରେ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଛନ୍ତି ତେଜସ୍ବୀ ଯାଦବ । ଏବେ ଏହାକୁ ନେଇ ବିହାର ରାଜନୀତିରେ ଦେଖା ଦେଇଛି ହଟଚମ । ଯାହା ମେଣ୍ଟ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ…

ଦିନକରେ ପ୍ରାୟ ୧.୫ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ସାରା ବିଶ୍ୱରୁ ପ୍ରଶଂସା 

ଭୁବନେଶ୍ୱର: ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ଦେଖେଇଛନ୍ତି। ସେପ୍ଟେମ୍ବର ୧୭, ୨୦୨୫ ତାରିଖ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱ ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ…

ହଁ.. ନାହିଁର ନାଟକର ଅବସାନ: ପଡିଆରେ ପାକିସ୍ତାନ-ୟୁଏଇ ମ୍ୟାଚ ଆରମ୍ଭ

ଦୁବାଇ: ଏସିଆ କପ ୨୦୨୫ରେ ଅନେକ ନାଟକୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ବିଜୟ ହାସଲ କରି ଟାଇଟଲ ଦୌଡରେ ରହିଛି । ଏହି ମ୍ୟାଚରେ ଟସ ଏବଂ ବିଜୟ ହାସଲ କରିବା ପରେ ଭାରତୀୟ ଟିମ ପାକିସ୍ତାନ ଖେଳାଳିଙ୍କ ସହ ହ୍ୟାଣ୍ଡସେକ କରି ନ ଥିଲେ । ଯାହାକୁ ନେଇ…

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରେ ଆଜି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ସାମଗ୍ରୀକ ସଶକ୍ତିକରଣ ଉପରେ କେନ୍ଦ୍ରିତ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ସ୍କ୍ରିନିଂ ଅଭିଯାନ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ…

Truck-Car Collision: ବାଲି ବୋଝେଇ ଟ୍ରକ୍ – କାର ମଧ୍ୟରେ ଧକ୍କା; ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ବୁଧବାର ଦିନ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ ଟ୍ରକ୍-କାର ଧକ୍କାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ସଙ୍ଗମ ମଣ୍ଡଳ ନିକଟରେ ଦୁର୍ଘଟଣାଟି ଘଟିଥିଲା ​​ଯେତେବେଳେ…