ଅଫର୍ ଲେଟର୍ ମିଳିବାର ଶେଷଦିନରେ ସରକାରୀ ଚାକିରିରେ ଯୋଗନଦେଲେ କ’ଣ ହେବ? ଜାଣନ୍ତୁ ନିୟମ…
ନୂଆଦିଲ୍ଲୀ: ବିହାରରେ ମୁସଲମାନ ମହିଳା ଡାକ୍ତରଙ୍କ ହିଜାବ କାଢ଼ିଦେବା ଘଟଣା ଏବେ ନୂଆ ମୋଡ଼ ନେଇଛି। ମହିଳା ଡାକ୍ତର ନୁସରତ ପ୍ରଭୀନ ଚାକିରିର ଶେଷ ଦିନରେ ମଧ୍ୟ ଯୋଗ ଦେଇନାହାନ୍ତି। ଏହାରିଭିତରେ ଆସନ୍ତୁ ଜାଣିବା ଯେ ଯଦି କୌଣସି ପ୍ରାର୍ଥୀ ଅଫର୍ ଲେଟର୍ ପାଇବା ପରେ ମଧ୍ୟ ସରକାରୀ ଚାକିରିରେ…