PM Modi Turns 75: ଜାଣନ୍ତୁ କିପରି ରାଜନୀତିରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ?, ଗୋଟିଏ ଫୋନ୍ କଲ୍ ବନାଇଥିଲା…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୭୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସ୍ୱାଧୀନ ଭାରତରେ ଜନ୍ମିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ କ୍ୟାରିଅର ଅନୁକରଣୀୟ। ପ୍ରଧାନମନ୍ତ୍ରୀ ମୋଦି ହୁଏତ ଭାରତର ସେହି କିଛି ନେତାଙ୍କ ମଧ୍ୟରୁ ଜଣେ…