Latest Odisha News

BREAKING NEWS

Yearly Archives

2025

ଓଡିଶା ପ୍ରୋ ଟି୨୦ ଲିଗ: ଉନ୍ମୋଚିତ ହେଲା ଜର୍ସି

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଓ ଆରିଭା ସ୍ପୋର୍ଟ୍ସ ମିିଳିତ ଆନୁକୂଲ୍ୟରେ ଓଡିଶା ପ୍ରୋ ଟି୨୦ ଲିଗ ଆୟୋଜିତ ହେଉଛି । ମଙ୍ଗଳବାର ଏହି ଲିଗରେ ଅଂଶଗ୍ରହଣ କରୁଥିବା ଟିମର ଖେଳାଳିଙ୍କ ଜର୍ସି ଉନ୍ମୋଚିତ ହୋଇଛି । ପୂର୍ବରୁ ଇରଫାନ ପଠାନ ଓ ଦେବାଶୀଷ ମହାନ୍ତିଙ୍କୁ ଏହି ଲିଗର ବ୍ରାଣ୍ଡ ଆମ୍ବାସଡର…

ଦୁଷ୍କର୍ମର ମଣିପୁର ଓଡିଶା: କଂଗ୍ରେସ

ଭୁବନେଶ୍ୱର: ଓଡିଶାରେ କ୍ରମବର୍ଦ୍ଧିଷ୍ଣୁ ଲଜ୍ୟାଜନକ ଦୁଷ୍କର୍ମ ଘଟଣା ଗୁଡିକରେ ଯୋଡିହୋଇଛି ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ । ପୁରୀ ବାଲିହରଚଣ୍ଡୀ ପର୍ଯ୍ୟଟନ ସ୍ଥଳରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ…

ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା: କାଲି ସବୁ ଜିଲ୍ଲାର ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ମହିଳା ବିଜେଡି

ଭୁବନେଶ୍ୱର: ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା ସମ୍ମୁଖରେ ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା । ଏନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର…

କୋହଲିଙ୍କ ବାୟୋପିକ କରିବାକୁ ମନା କଲେ ଅନୁରାଗ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବୟାନ ସର୍ବଦା ଚର୍ଚ୍ଚାର କାରଣ ସାଜିଥାଏ । ଏବେ ତାଙ୍କର ନିଶାଂଚୀ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏଥିରେ ବାଲା ସାହାବେ ଠାକରେଙ୍କ ନାତି ଐଶ୍ଚର୍ଯ୍ୟ ଠାକରେଙ୍କୁ ଅନୁରାଗ ସୁଯୋଗ ଦେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଷ୍ଟାର…

ସିଭିଲ୍ ସର୍ଭିସ ଅଧିକାରୀ ନୁପୁର ବୋରା; ଘରେ ରଖିଥିଲେ ୨ କୋଟିର ଟଙ୍କା ଓ ସୁନା…

ନୂଆଦିଲ୍ଲୀ: ଆସାମର ୩୬ ବର୍ଷୀୟ ସିଭିଲ୍ ସର୍ଭିସେସ୍ (ACS) ଅଧିକାରୀ ନୁପୁର ବୋରାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସତର୍କତା ସେଲ୍ ଗୌହାଟି ଏବଂ ବାରପେଟାରେ ଥିବା ତାଙ୍କ ଘରେ ଚଢାଉ କରି ୯୨ ଲକ୍ଷ ଟଙ୍କା ନଗଦ ସହ…

କଳିଙ୍ଗା ଘାଟିରେ ଭୂସ୍ଖଳନ; ଯାତାୟତ ଠପ୍

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ମଙ୍ଗଳବାର ଦିନ ଏକ ବଡ଼ ଭୂସ୍ଖଳନ ଘଟି ବିଜୟୱାଡା-ରାଞ୍ଚି ଜାତୀୟ ରାଜପଥ (NH-167) ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଅନ୍ଧାରକୋଟ ନିକଟରେ ଅପରାହ୍ନରେ ଏହି ଘଟଣା…

ଯୁବ ଖେଳାଳି ଆୟୂଷ, ସର୍ଫରାଜଙ୍କ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ: ଭାରତୀୟ ଦିିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ମୁକାବିଲା ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇଥିବା ରୋହିତ ଏବେ କେବେଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ…

ଦିଆସିଲି କାଠିରେ ନିର୍ମିତ ରାମ ମନ୍ଦିର ମଡେଲ୍‌ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଯୁବ କଳାକାର ଶାଶ୍ୱତ ସାହୁ

ପୁରୀ: ପୁରୀ କୁମ୍ଭାରପଡାର ୨୨ ବର୍ଷୀୟ ଦିଆସିଲି କାଠି ହସ୍ତଶିଳ୍ପୀ କଳାକାର ଶାଶ୍ୱତ ରଞ୍ଜନ ସାହୁ ତାଙ୍କର ସୃଜନଶୀଳ କଳାକାରୀତାର ଅନନ୍ୟ ନିଦର୍ଶନ ଭାବେ ୧,୪୨୩ଟି ଦିଆସିଲି କାଠିରୁ ଏକ ସୁନ୍ଦର ରାମ ମନ୍ଦିର ମଡେଲ୍‌ ତିଆରି କରିଛନ୍ତି । ଏହି ସୁକୌଶଳ୍ୟମୟ ମଡେଲ୍‌ ନିର୍ମାଣ ପାଇଁ ତାଙ୍କୁ…

ଏକୁଟିଆ ଈଶା ଦେଓଲ ଏବେ ପୂନର୍ବାର ପ୍ରେମରେ ପଡିବା ପାଇଁ ପ୍ରସ୍ତୁତ

ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ଏବେ ସମ୍ପୂର୍ଣ୍ଣ ଏକୁଟିଆ । ସେ ମାନସିକ ସ୍ତରରେ ପୂନର୍ବାର ପ୍ରେମରେ ପଡିବା ପାଇଁ ପ୍ରସ୍ତୁତ ହେଲେଣି । ଈଶା ବ୍ୟବସାୟୀ ଭରତ ତଖତାନୀଙ୍କୁ ପ୍ରେମ କରିବା ପରେ ବିବାହ କରିଥିଲେ । ୧୧ ବର୍ଷ ବୈବାହିକ ଜୀବନ ପରେ ଏହି ବିବାହ ଭାଙ୍ଗି…

ପାର୍ବଣ ଋତୁରେ ଓଡ଼ିଶା ଦେଇ ଚାଲିବ ୨ ସ୍ଵତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପାର୍ବଣ ଋତୁରେ ସୁଗମ ଯାତ୍ରା ପ୍ରଦାନ କରିବା ଏବଂ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ପରିଚାଳନା କରିବା ପାଇଁ ରେଳବାଇ ଓଡ଼ିଶା ଦେଇ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। ରେଳବାଇ ଅନୁଯାୟୀ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ ସମୟସୂଚୀ ଅନୁଯାୟୀ ଚାଲିବ: ୧.…