Latest Odisha News

BREAKING NEWS

Yearly Archives

2025

ପ୍ରେମରେ ହାର୍ଦ୍ଦିକଙ୍କ ନୂଆ ଟୁଇଷ୍ଟ..ଜସ୍ମିନୀଙ୍କ ପରେ ଏବେ ମାହିକା

ମୁମ୍ବାଇ: ପ୍ରେମର ଗଣିତରେ ଭାରତୀୟ କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟା ଅଙ୍କ କଷିବାରେ ଧୂରନ୍ଧର । ଦୀର୍ଘ ଦିନ ପରେ ପୂନର୍ବାର ଏହି ଅଲରାଉଣ୍ଡର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ପ୍ରଥମେ ଦୀର୍ଘ ଦିନର ପ୍ରେମ ପରେ ନାତାଶା ଷ୍ଟାନକୋଭିଚଙ୍କୁ ସେ ବିବାହ…

ଆସନ୍ତା ୨୦ରେ ଆଦୀଵାସୀ କୁଡୁମୀ ସମାଜ ପକ୍ଷରୁ ରେଳ ଅବରୋଧ ଡାକରା

ମୟୂରଭଞ୍ଜ: ସେପ୍ଟେମ୍ବର ୨୦ରେ ରେଳ ଅବରୋଧ ଡାକରା ଦେଇଛି ଆଦିବାସୀ କୁଡୁମୀ ସମାଜ । କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ କରିବା ଦାବିରେ ଏହି ଡାକରା ଦିଆଯାଇଥିବା ଖବର ରହିଛି । କେନ୍ଦ୍ରୀୟ କମିଟି ଅଧ୍ୟକ୍ଷ ଅଜିତ ପ୍ରସାଦ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୨୦ରେ…

ପ୍ରାୟ ୪୦ କେଜି ଓଜନର ବିରାଟକାୟ ଅଜଗର ଉଦ୍ଧାର

ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଗନିଆରୀ ଗାଁ ନିକଟ ଚାଷ ଜମିରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ୧୦ ରୁ ୧୨ ଫୁଟ ହୋଇଥିବା ବେଳେ, ଏହାର ଓଡନ ପ୍ରାୟ ୩୫ ରୁ ୪୦ କେଜି ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଆଜି ଗନିଆରି ଗାଁ…

ଆଇଆରଟିଏସ ଅଧିକାରୀ କୌସ୍ତୁଭ ବାଣିଜ୍ୟ ଏବଂ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଭାରତୀୟ ରେଳ ଟ୍ରାଫିକ୍ ସେବା (ଆଇଆରଟିଏସ) ଅଧିକାରୀ କୌସ୍ତୁଭ ଦୀପ୍ତ ପାଣିଙ୍କୁ ବାଣିଜ୍ୟ ଏବଂ ପରିବହନ ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ମଙ୍ଗଳବାର ଜାରି ଏକ ବିଜ୍ଞପ୍ତି ଅନୁଯାୟୀ,…

ଓଡିଶା ପ୍ରୋ ଟି୨୦ ଲିଗ: ଦେବାଶୀଷ, ଇରଫାନ ବ୍ରାଣ୍ଡ ଆମ୍ବାସଡର

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଓ ଆରିଭା ସ୍ପୋର୍ଟ୍ସ ଆନୁକୂଲ୍ୟରେ ଓଡିଶା ପ୍ରୋ ଟି୨୦ ଲିଗ ଆୟୋଜିତ ହେଉଛି । ଏହା ୧୭ ସେପ୍ଟମ୍ବରରୁ ୨୬ ପର୍ଯ୍ୟନ୍ତ ଖେଳାଯାଇଛି । ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ଦେବାଶୀଷ ମହାନ୍ତି ଓ ଇରଫାନ ପଠାନଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ଏହି…

ଭାରତୀୟ କ୍ରିକେଟ ଟିମର ନୂଆ ଜର୍ସି ସ୍ପନସର ବନିଲା ଆପୋଲୋ ଟାୟାର୍ସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଶେଷ ହୋଇଛି। ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ସ୍ପନସର ହୋଇଛି। ନିକଟରେ ଭାରତ ସରକାରଙ୍କ ସମସ୍ତ ବେଟିଂ ଆପ ଉପରେ କଟକଣା ଲଗାଯାଇଥିଲା। ଯାହାପରେ ବିସିସିଆଇ ସହ  …

‘Mera Joota Hai Japani’ in Moscow: ହିନ୍ଦୀ ଗୀତର ଫ୍ୟାନ୍ ହେଲେ ପୁଟିନ୍!, ବିଜୟ ଦିବସରେ ବାଜିଲା ‘ମେରା…

ନୂଆଦିଲ୍ଲୀ: ଭାରତ ଏବଂ ରୁଷର ବନ୍ଧୁତାକୁ ସଂଯୋଗ କରୁଥିବା ଅନେକ ଜିନିଷ ଅଛି। ଯାହା ଉପରେ ଉଭୟ ଦେଶର ଲୋକମାନେ ଗର୍ବ କରିପାରିବେ। ଦୁଇ ଦେଶ ମଧ୍ୟରେ ହଜାର ହଜାର କିଲୋମିଟର ଦୂରତା ଅଛି। ତଥାପି, ଉଭୟ ଦେଶ ବନ୍ଧୁତାର ଏତେ ପତଳା ସୂତ୍ରରେ ବାନ୍ଧି ହୋଇଛନ୍ତି, ଯାହାକୁ ଅନେକ ପଶ୍ଚିମ ଦେଶ ପସନ୍ଦ…

ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ, ତୁରନ୍ତ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ। କାରଣ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍‌ ନୁହେଁ। ଓପିଏସ୍‌ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥାଏ। ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ…

Clean Air Programme: ପ୍ରଦୂଷଣ ରୋକିବା ପାଇଁ ସରକାର ଆରମ୍ଭ କରିବେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ: ପ୍ରଥମେ ସଫା ହେବ…

ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP)ର ସଫଳତା ପରେ, ଓଡ଼ିଶା ସରକାର ରାଜ୍ୟର ୧୨ଟି ସହରକୁ ନେଇ ଏକ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (SCAP) ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ଶିଳ୍ପ କେନ୍ଦ୍ର, ଯେଉଁଥିରେ ଝାରସୁଗୁଡ଼ା, ବ୍ରଜରାଜନଗର,…

୯୧୩ଟି ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ରାଜ୍ୟରେ ଉଦଘାଟନ ହେଲା ନବନିର୍ମିତ ୯୧୩ଟି ଅଙ୍ଗନବାଡ଼ି କେନ୍ଦ୍ର । ସମସ୍ତ କେନ୍ଦ୍ରକୁ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଡବ୍ଲୁସିଡିର ସମ୍ମିଳନୀ କକ୍ଷଠାରେ ଆଭାସୀ ମାଧ୍ୟମରେ ଏହାକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ରହିଛି ଅନୁଗୁଳର…