Latest Odisha News

BREAKING NEWS

Yearly Archives

2025

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ବାଇଶି ପାହାଚରେ ଟଳିପଡ଼ିଲେ ଭକ୍ତ

ପୁରୀ: ଜଗା ଦର୍ଶନ ହେଲା ଅନ୍ତିମ ଦର୍ଶନ । ଦର୍ଶନ କରିବାକୁ ଯାଉଥିବା ସମୟରେ ଜଣେ ଭକ୍ତଙ୍କ ଚାଲିଗଲା ଜୀବନ । ଶ୍ରୀକ୍ଷେତ୍ରରେ ପିଣ୍ଡଦାନ ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପରିବାର ସହ ଆସିଥିଲେ ମହିଳା । ମୃତ ଶ୍ରଦ୍ଧାଳୁ ହେଲେ ଖଣ୍ଡପଡା ଅଞ୍ଚଳର ମନ୍ଦାକିନୀ ସାହୁ  । ସୋମବାର…

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ବନତାରା ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଗୁଜୁରାଟର ଜାମନଗର ସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ବନତାରାକୁ କ୍ଲିନ୍ ଚିଟ୍ ଦେଇଛି। ସୁପ୍ରିମକୋର୍ଟର ବିଚାରପତି ପଙ୍କଜ ମିଥଲ ଏବଂ ପି.ବି. ବରାଲେଙ୍କ ଖଣ୍ଡପୀଠ ଏସଆଇଟି ରିପୋର୍ଟକୁ…

୫୦ ହଜାର ଟଙ୍କା ଡିପୋଜିଟରେ ଏତେ ରିଟର୍ଣ୍ଣ ! ମିଳିବ ଲକ୍ଷ ଲକ୍ଷ ଟଙ୍କା…

ଭୁବନେଶ୍ୱର: ଲକ୍ଷ ଲକ୍ଷ ଭାରତୀୟ ପୋଷ୍ଟ ଅଫିସ୍ ଯୋଜନାରେ ନିବେଶ କରନ୍ତି, ଯାହାକୁ ଏବେ ମଧ୍ୟ ସଞ୍ଚୟ ପାଇଁ ସର୍ବନିମ୍ନ ବିକଳ୍ପ ଭାବରେ ଦେଖାଯାଏ। ଏଠାରେ ନିବେଶ କରିବାରେ କୌଣସି ପ୍ରକାରର ବିପଦ ନାହିଁ, ଏବଂ ରିଟର୍ଣ୍ଣ ସୁନିଶ୍ଚିତ ରହୁଛି। ପୋଷ୍ଟ ଅଫିସ୍‌ରେ ପିଲାଠୁ ଆରମ୍ଭ କରି ବରିଷ୍ଠ…

ଏହି ରାଶିର ଲୋକଙ୍କ ପକେଟ୍ କେବେ ଖାଲି ହେବନି ! ଜ୍ୟୋତିଷ ଶାସ୍ତ୍ର ଅନୁସାରେ….

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାଶିଫଳ ଏକ ବ୍ୟକ୍ତିର ଜୀବନ, ସ୍ୱଭାବ, କ୍ୟାରିଅର ଏବଂ ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ କିଛି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଧନୀ ହେବାର ସମ୍ଭାବନା ରଖନ୍ତି। ତେବେ, କେଉଁ ରାଶିର ଲୋକ ଅଧିକ…

କାଶ୍ମୀରରେ ପହଞ୍ଚିଲା ଭାରତୀୟ ସେନାର ପ୍ରଥମ ସ୍ୱତନ୍ତ୍ର ମାଲଗାଡ଼ି, ଜାଣନ୍ତୁ କାହିଁକି ଖାସ୍…

ନୂଆଦିଲ୍ଲୀ: ଭାରତୀୟ ସେନାର ପ୍ରଥମ ସ୍ୱତନ୍ତ୍ର ମାଲବାହୀ ଟ୍ରେନ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ରେ ସେପ୍ଟେମ୍ବର ୧୨-୧୩ ରେ ସଫଳତାର ସହ ଚାଲିବିଡି ବାରୀରୁ ଅନନ୍ତନାଗରେ ପହଞ୍ଚିଥିଲା। ଏହି ଟ୍ରେନରେ ପ୍ରାୟ ୭୫୩ ମେଟ୍ରିକ୍ ଟନ୍ ଆଡଭାନ୍ସଡ୍ ୱିଣ୍ଟର ଷ୍ଟକିଙ୍ଗ (AWS)…

ଆପଣଙ୍କ ସବୁ କଥା ଶୁଣୁଛି ଫେସବୁକ-ଇନଷ୍ଟାଗ୍ରାମ ! ଜାଣନ୍ତୁ କେମିତି…

 ନୂଆଦିଲ୍ଲୀ: ଆପଣ କେବେ ଆଶ୍ଚର୍ଯ୍ୟ ହୋଇଛନ୍ତି କି ଯେତେବେଳେ ଆପଣ ବନ୍ଧୁଙ୍କ ସହ କିଛି ବିଷୟରେ କଥା ହୁଅନ୍ତି, ଆଉ ସେହି ଜିନିଷ ହଠାତ୍ ଆପଣଙ୍କ ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ୟୁଟ୍ୟୁବ ଫିଡରେ ଦେଖାଯାଏ? ଯଦି ଏପରି ହୋଇଛି, ତେବେ ଏହା କେବଳ ଏକ ସଂଯୋଗ ନୁହେଁ। ଏକ ନୂଆ ରିପୋର୍ଟରେ ବଡ଼…

୧୧ ବର୍ଷର ପୁଅକୁ ଧରି ୧୩ ମହଲାରୁ କାହିଁକି ଡେଇଁଲେ ମହିଳା…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଏସ ସିଟି ସୋସାଇଟିର ୧୩ ମହଲାରୁ ୩୭ ବର୍ଷୀୟା ମହିଳା ସାକ୍ଷୀ ଚାୱଲାଙ୍କ ସହ ତାଙ୍କ ୧୧ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି। ସକାଳ ପ୍ରାୟ ୧୦ଟା ସମୟରେ ସ୍ଥାନୀୟ ଲୋକମାନେ ଦୁହିଁଙ୍କ  ଚିତ୍କାର ଶୁଣି ସେମାନଙ୍କୁ ରକ୍ତ ଜୁଡୁବୁଡୁ…

Naxalism wiped out in Bokaro: ନକ୍ସଲ ମୁକ୍ତ ହେଲା ଦେଶର ଏହି ଅଞ୍ଚଳ; ଗୃହମନ୍ତ୍ରୀ ଅମିତ ଶାହ କଲେ ଘୋଷଣା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି। ହଜାରିବାଗ ଜିଲ୍ଲାରେ ଏକ ଏନକାଉଣ୍ଟରରେ ତିନ ଜଣ ଟପ୍ ମାଓବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ଗୃହମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ 'X' ରେ ଏହା ଘୋଷଣା କରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ପୁସ୍ତକ ‘ଖାକୀ ମଉଜ’ ଉନ୍ମୋଚିତ 

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ସ୍ଵରଚିତ ପୁସ୍ତକ "ଖାକୀ ମଉଜ" ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏଥିସହିତ ଜୀବନକୁ ମଉଜ ମନେକରିବା ଏକ କଳା ଏବଂ ଏହି ପୁସ୍ତକ ସେ କଳାର ଏକ ସଫଳ…

ସ୍ୱର୍ଗଦ୍ୱାରରେ ଜୁଇ ଜଳିବା ପୂର୍ବରୁ ଆଖି ଖୋଲିଲେ ବୃଦ୍ଧା

ପୁରୀ:ପୁରୀ ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ହଠାତ୍ ଚେଇଁ ଉଠିଲେ । ଶବ ହୋଇ ଆସିଥିବା ବୃଦ୍ଧା ହଠାତ ବଞ୍ଚିକି ଉଠିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ଚକିତ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ପୁରୀ ହସ୍ପିଟାଲରେ…