Latest Odisha News

BREAKING NEWS

Yearly Archives

2025

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଆସାମ, ଭୁଟାନ ଓ ପଶ୍ଚିମବଙ୍ଗରେ ପ୍ରଭାବ…

ଗୌହାଟୀ: ଆସାମ ସମେତ ଉତ୍ତର-ପୂର୍ବ ଭାରତରେ ରବିବାର ସନ୍ଧ୍ୟାରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଆସାମରେ ଉଦଲଗୁରି ନିକଟରେ ଅନୁଭୂତ ହୋଇଥିଲା। ଯାହାଫଳରେ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଖୋଲା…

ନ୍ୟୁୟର୍କ ଗଲେ କାହିଁକି ଗିରଫ ହେବେ ନେତାନ୍ୟାହୁ?

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ମେୟର ପଦର ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମାମଦାନି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମାମଦାନି କହିଛନ୍ତି ଯେ ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ନ୍ୟୁୟର୍କରେ ପାଦ ଦେବା ମାତ୍ରେ…

ବିଶ୍ୱର ଛୋଟ ପାୱାର ହାଉସ

ବେଜିଂ: ଟେକ୍ନୋଲୋଜି ମାମଲାରେ ଚୀନ ବହୁତ ଆଗକୁ ବଢ଼ିବାରେ ଲାଗିଛି । ଏଆଇ ଓ ରୋବୋଟିକ୍ସରେ ଚୀନ ଅନ୍ୟ ଦେଶ ପାଇଁ ଚିନ୍ତାର କାରଣ ସାଜିଛି । ଏବେ ଚୀନ ବିଶ୍ୱର ଛୋଟ ପାୱାର ହାଉସ ନିର୍ମାଣ କରିଛି । ପ୍ରଥମ ଦେଶ ଭାବେ ସୋଡିୟମ ଆୟନ ପୋର୍ଟେବେଲ ଷ୍ଟେସନ ଲଂଚ କରିଛି । ଏହାର ନାମ ପାୟୋନିୟର ନା…

ଭାରତର ଏହି ପୂର୍ବତନ କ୍ରିକେଟର କହିଲେ ପ୍ରଥମ ଥର ପାଇଁ ଦେଖିବେନି ଭାରତ-ପାକ ମ୍ୟାଚ

କୋଲକାତା: ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ପ୍ରଥମ ଥର ପାଇଁ ମୁଁ ଭାରତ-ପାକିସ୍ତାନ ମ୍ୟାଚ ଦେଖିବି ନାହିଁ । ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ ।  ମୁଁ କୌଣସି ଟିମକୁ ଏଥର ସମର୍ଥନ…

ଭାରତ ଓ ପାକିସ୍ତାନ ମ୍ୟାଚ୍ ପାଇଁ ଆଲର୍ଟରେ ଦୁବାଇ ପୋଲିସ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଦୁବାଇ ପୋଲିସ ଦର୍ଶକଙ୍କ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କହିଛି ଯେ ନିୟମ ଭଙ୍ଗ…

ଭାରତ ଏ ଦଳ ଘୋଷିତ: ରୋହିତ, କୋହଲିଙ୍କୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜରେ ଖେଳିବେ ବୋଲି ଅନୁମାନ କରାଯାଉଥିଲା । ତେବେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । କୋହଲି, ରୋହିତ ଏବଂ ଶ୍ରେୟାଶ ଆୟାରଙ୍କୁ ଦଳରେ ସ୍ଥାନ…

ବିମାନ ଉଡ଼ାଣ ସମୟରେ ପାଇଲଟମାନେ ଶୋଇପାରିବେ କି? କ’ଣ କହୁଛି ସର୍ଭେ?

ନୂଆଦିଲ୍ଲୀ: ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ୍ ଶୋଇପାରିବେ କି? ଜର୍ମାନ ପାଇଲଟମାନଙ୍କ ଉପରେ କରାଯାଇଥିବା ଏକ ସର୍ଭେ ସମସ୍ତଙ୍କୁ ଚକିତ କରିଛି । ସର୍ଭେ କରାଯାଇଥିବା ସମସ୍ତ ଜର୍ମାନ ପାଇଲଟ୍ ଉଡ଼ାଣ ସମୟରେ ଶୋଇବା କଥା ସ୍ୱୀକାର କରିଛନ୍ତି । ଜର୍ମାନ ପାଇଲଟ୍ ୟୁନିଅନ୍ କହିଛି ଯେ, ଉଡ଼ାଣ…

Terror sympathizers arrested:୩ ଆତଙ୍କବାଦୀ ସମର୍ଥକ ଗିରଫ, ୭ଟି AK ରାଇଫଲ୍ ସମେତ ଯୁଦ୍ଧ ସାମଗ୍ରୀ ଜବତ

ଶ୍ରୀନଗର:ରବିବାର ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ ସଫଳତା ମିଳିଛି । ଜମ୍ମୁ ଓ କାଶ୍ମୀର ପୋଲିସ ପୁଞ୍ଚ (Poonc)ଜିଲ୍ଲାରେ ତିନି ଜଣ ଆତଙ୍କବାଦୀ ସମର୍ଥକଙ୍କୁ ଗିରଫ କରିବା ସହିତ ସାତଟି AK-47 ରାଇଫଲ (ପୂର୍ବରୁ ୦୪ଟି ଉଦ୍ଧାର କରାଯାଇଥିଲା) ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଭାରତର ଅମନ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ଅଲିମ୍ପିକ ପକଦ ବିଜେତା ଭାରତର ଷ୍ଟାର ରେସଲର ଅମନ ସେହରାୱତ ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଯାହାକି କ୍ରୀଡାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ଅମନଙ୍କ ଓଜନ ୧.୭ କିଲୋଗ୍ରାମ ଆବଶ୍ୟକଠାରୁ ଅଧିକ ରହିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

OSAP ୨ୟ ବାଟାଲିୟନ୍‌ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ଟଳି ପଡ଼ିଲେ ଯୁବକ

ଝାରସୁଗୁଡା: OSAP ୨ୟ ବାଟାଲିୟନ୍‌ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ଟଳି ପଡ଼ିଲେ ଯୁବକ । ରିଜର୍ଭ ପୋଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ନେପାଳର ବାସିନ୍ଦା ଗୋବିନ୍ଦ କୋମଲ । ଖବରମୁତାବକ, ଆସନ୍ତା ୧୭ ତାରିଖରେ ଝାରସୁଗୁଡ଼ାରେ ନିଯୁକ୍ତି ରାଲି ରହିଛି।…