Latest Odisha News

BREAKING NEWS

Yearly Archives

2025

ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତୀ ଦୀକ୍ଷିତ 

ଭୁବନେଶ୍ୱର: ଶାସନ ବ୍ୟବସ୍ଥାରେ ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା ଦିଗରେ ସବୁଠାରୁ ବଡ଼ ଉପାଦାନ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି। ଯଦି ଆମର ଆଇନ ପ୍ରତି ସମ୍ମାନ ନ ରହେ ତେବେ ସମ୍ବିଧାନ ପ୍ରତି ବିପଦ ଉପୁଜିବ ବୋଲି…

London Anti-Immigrant Protest : ମସ୍କଙ୍କ ଉପସ୍ଥିତି, ଟ୍ରମ୍ପ ସମର୍ଥକଙ୍କ ସମର୍ଥନ…“ପ୍ରବାସୀଙ୍କୁ ବିଦା…

ନୂଆଦିଲ୍ଲୀ: ସାମ୍ପ୍ରତିକ ନେପାଳ ଏବଂ ଫ୍ରାନ୍ସ ନାଗରିକଙ୍କ ବିରୋଧ ପରେ ଏବେ ଇତିହାସର ସବୁଠାରୁ ବଡ଼ ପ୍ରଦର୍ଶନ ଶନିବାର ବ୍ରିଟେନ ରାଜଧାନୀ ଲଣ୍ଡନରେ ଦେଖିବାକୁ ମିଳିଛି । ଯେଉଁଠାରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରବାସୀ ବିରୋଧୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ୟୁନିଟ୍ ଦି କିଙ୍ଗଡମ୍ ନାମକ…

Weather Update: ଆଜି ଏବଂ କାଲି ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହୋଇପାରେ । ଆଜି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଅଛି । ଆସନ୍ତାକାଲି ତଥା ସୋମବାର ଉପକୂଳ ଓଡ଼ିଶା ଓ…

IND vs PAK Match: “ଭାରତ-ପାକିସ୍ତାନ ମ୍ୟାଚ୍ ଦେଖାଇଲେ, ଭାଙ୍ଗିଦେବୁ ସବୁ ହୋଟେଲ୍”, ଧମକ ଦେଲେ…

ନୂଆଦିଲ୍ଲୀ: ରବିବାର ଦୁବାଇରେ ହେବାକୁ ଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍‌କୁ ନେଇ ଏବେ ସେରା ଦେଶରେ ବିରୋଧର ସ୍ବର ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥନରେ ଏହି ମ୍ୟାଚକୁ ବୟକଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ହଙ୍ଗାମା ଦେଖିବାକୁ ମିଳିଛି । ବିଭିନ୍ନ କ୍ରିକେଟ…

ପ୍ରେମିକାକୁ ଲଜକୁ ଡାକି ବନ୍ଧୁଙ୍କ ସହ ଗଣଦୁଷ୍କର୍ମ କଲା ପ୍ରେମିକ, ୩ ଗିରଫ

ଭୁବନେଶ୍ଵର: ରାଜଧାନୀ ଚାଞ୍ଚଲ୍ୟ । କୋଲ୍ଡ ଡ୍ରିକରେ ନିଷା ଦେଇ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହାତୀ ଓରଫ ଚାନ୍ଦୁ, ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ କୁମାର ଦାସ ।…

Chinese ‘Bone Glue’: ୩ ମିନିଟରେ ହାଡ ଯୋଡିବ ‘ବୋନ୍ ଗ୍ଲୁ’

ନୂଆଦିଲ୍ଲୀ: ଶରୀରରେ କୌଣସି ସ୍ଥାନରେ ହାଡ ଭାଙ୍ଗିଗଲେ, ଏଥିପାଇଁ ଡାକ୍ତର ଚିକିତ୍ସା କରି ମାସ ମାସ ବିଶ୍ରାମ ନେବାକୁ ପରାମର୍ଶ ଦିଅନ୍ତି । ହେଲେ ଏବେ ମାତ୍ର କିଛି ମିନିଟରେ ଯୋଡି ହେବ ଭାଙ୍ଗିଯାଇଥିବା ହାଡ । ଯଦି ହାଡ଼ ଭାଙ୍ଗି ଯାଇଛି କିମ୍ବା ଖଣ୍ଡ ଖଣ୍ଡ ହୋଇଯାଇଛି, ଏହା ମାତ୍ର ୨ ରୁ ୩…

ରାଜ୍ୟରେ ପ୍ରଥମ; ଆସନ୍ତା ୧୭ ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଚାଲିବ ବୁଲା କୁକୁର ଗଣନା

ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୁଲା କୁକୁର ଗଣନା କରାଯିବ । ତେବେ ରାଜ୍ୟରେ ଏହା ପ୍ରଥମଥର ପାଇଁ ହେବ । ସମୁଦାୟ ୬୭ଟି ଓ୍ୱାର୍ଡରେ ଏହି ଗଣନା କାର୍ଯ୍ୟ ଚାଲିବ । ଏଥିପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ…

IND vs PAK: ଏସିଆ କପରେ ହାଇଭୋଲଟେଜ ମ୍ୟାଚ୍, ପହଲଗାମ କ୍ଷୋଭ ଭିତରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ…

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟା ଭିତରେ ବିଦେଶ ମାଟିରେ ହେବ ସବୁଠାରୁ ବଡ ହାଇଭୋଲଟେଜ୍ ମ୍ୟାଚ୍ । ରବିବାର ରାତି ୮ ଟାରେ, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଠାରୁ ବଡ କ୍ରିକେଟ୍ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ପହଲଗାମ ଆକ୍ରମଣର ଜବାବରେ…

ଆସୁଛନ୍ତି ମା’, ଆଜିଠୁ ରାଜ୍ୟର ସମସ୍ତ ଶକ୍ତିପୀଠରେ ଷୋଡଶ ଉପଚାର ବିଧି ଆରମ୍ଭ

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟାରେ ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା' ଦୁର୍ଗା । ମାଆଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି ।…

ଖରାପ ଓ୍ବାଇନକୁ ଚିହ୍ନିବେ କିପରି? କଣ କହୁଛନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ: ନଷ୍ଟ ହୋଇଥିବା ଓ୍ବାଇନକୁ ଚିହ୍ନଟ କରାଯାଇପାରିବ କି ଏପରି ଅନେକଙ୍କ ମନରେ ପ୍ରଶ୍ନ ଥିବ, ଏନେଇ ମଦ ବିଶେଷଜ୍ଞ ସୋନାଲ ହଲାଣ୍ଡ କୁହନ୍ତି, ନଷ୍ଟ ହୋଇଥିବା ଓ୍ବାଇନ ପରିବେଷଣ ହେବାର ଅନେକ ମାମଲା ରହିଛି । ଏହାକୁ ଚିହ୍ନଟ କରିବା ଏତେ କଷ୍ଟକର ନୁହେଁ । ଏହାକୁ ଦେଖି ଆପଣ ସହଜରେ…