ଓଡିଶା ପ୍ରୋ ଟି୨୦ ଲିଗ: ଆସନ୍ତୁ ନଜର ପକାଇବା ୬ଟି ଟିମର ଖେଳାଳିଙ୍କ ଉପରେ
କଟକ: ଓଡିଶା ପ୍ରୋ ଟି୨୦ ଲିଗ ତାର ଉଦଘାଟନୀ ସଂସ୍କରଣରେ କ୍ରିକେଟପ୍ରେମୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ସେପ୍ଟମ୍ବର ୧୭ରୁ ଏହି ଲିଗ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ୨୬ରେ ଖେଳାଯିବ । ଇତି ମଧ୍ୟରେ ୬ଟି ଟିମର ନାମ ଘୋଷଣା କରାଯାଇ ସାରିଛି । ଟିମଗୁଡିକ ହେଲା- କଟକ…