ଅରୁଣାଚଳ ପ୍ରଦେଶରେ ଗୁଇନ୍ଦା ନେଟୱାର୍କର ପର୍ଦ୍ଦାଫାସ: ଚୀନ ସହ ରହିଛି ଲିଙ୍କ୍, ପାକିସ୍ତାନୀ ପାଇଁ କରୁଛନ୍ତି କାମ
ନୂଆଦିଲ୍ଲୀ: ଆସାମ ଏବଂ ଅରୁଣାଚଳ ପ୍ରଦେଶର ସୁରକ୍ଷା ଏଜେନ୍ସି ପାକିସ୍ତାନ ପାଇଁ ଗୁଇନ୍ଦା କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା କର୍ମଚାରୀ ଅଛନ୍ତି। ଗତ ୧୦ ଦିନ ମଧ୍ୟରେ ଏହି ଗିରଫଦାରୀ ଉତ୍ତର-ପୂର୍ବ ଭାରତର…