Latest Odisha News

BREAKING NEWS

Yearly Archives

2025

ନୂତନ ନୋଟାରୀ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ

ଭୁବନେଶ୍ୱର: ରାଜ୍ୟରେ ଆଇନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ ନୋଟାରୀ ଓ ଆଇନଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂତନ ନୋଟାରୀ ନିଯୁକ୍ତି ଏବଂ ଅନଲାଇନ ଯୋଗେ ନୋଟାରୀ ଓ ଆଇନଜୀବୀଙ୍କ ଡାଟାବେସ ପ୍ରସ୍ତୁତ ନେଇ ଆଜି ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ଲୋବାଲ ୟୁନିଭରସିଟି ଫେୟାର…

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର’ର ତୃତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୭୦ରୁ ଅଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ। ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା…

India Slams Switzerland: ସଂଖ୍ୟାଲଘୁ ମନ୍ତବ୍ୟ ଉପରେ ସ୍ୱିଜରଲ୍ୟାଣ୍ଡକୁ କଡା ଜବାବ ଦେଲା ଭାରତ; କହିଲା…

ନୂଆଦିଲ୍ଲୀ:ସଂଖ୍ୟାଲଘୁଙ୍କ ସ୍ଥିତିକୁ ନେଇ ସ୍ୱିଜରଲ୍ୟାଣ୍ଡର ମନ୍ତବ୍ୟ ଉପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କହିଛି ଯେ ସ୍ୱିଜରଲ୍ୟାଣ୍ଡ ପ୍ରଥମେ ଜାତିଭେଦ, ବ୍ୟବସ୍ଥାଗତ ଭେଦଭାବ ଏବଂ ବିଦେଶୀ ବିରୋଧୀ ମନୋଭାବ ଭଳି ନିଜସ୍ୱ ଚ୍ୟାଲେଞ୍ଜ ଉପରେ ଧ୍ୟାନ ଦେବା ଉଚିତ। ଜାତିସଂଘରେ…

ବିଦେଶରେ ସୁରକ୍ଷା ପ୍ରୋଟୋକଲ ମାନିନଥିଲେ ରାହୁଲ ଗାନ୍ଧୀ; ଚିଠି ଲେଖିଲା ସିଆରପିଏଫ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲ ଉଲଂଘନ କରିବା ସହ ସୁରକ୍ଷାରେ ଅବହେଳା କରିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସିଆରପିଏଫ ଡିଜି ସିକ୍ୟୁରିଟି ଏକ ଚିଠି ଲେଖିଛନ୍ତି। ରାହୁଲ ଗାନ୍ଧୀ ତାଙ୍କର Z+ ସହିତ ASL…

ମହିଳା ଏସିଆ କପ ହକି: ଚୀନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପ ହକିରେ ଗୁରୁବାର ଭାରତ ସୁପର ଫୋର ମୁକାବିଲାରେ ଆୟୋଜକ ଚୀନଠାରୁ ୪-୧ ଗୋଲରେ ପରାଜିତ ହୋଇଛି । ଏଥିସହ ଚୀନ ଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତର ଫାଇନାଲ ପ୍ରବେଶ ନେଇ ଚାପ ବଢ଼ିବାରେ ଲାଗିଛି । ସେପ୍ଟମ୍ବର ୧୨ରେ ଖେଳାଯିବାକୁ ଥିବା ଜାପାନ ବିପକ୍ଷ…

ସୋନିଆ ଗାନ୍ଧୀଙ୍କ ନାଁରେ ହେବନି ଏଫଆଇଆର; ଜାଣନ୍ତୁ କଣ କହିଲେ କୋର୍ଟ…

ନୂଆଦିଲ୍ଲୀ: ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ତାଲିକାରେ ସୋନିଆଙ୍କ ନାମ ସାମିଲ ଥିବା ଅଭିଯୋଗରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଭାରତୀୟ ନାଗରିକ ହେବାର ତିନି ବର୍ଷ ପୂର୍ବରୁ ତାଙ୍କ ନାମ ଭୋଟର…

Encounter In Chhattisgarh: ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ

ରାୟପୁର: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ୧୦ ମାଓବାଦୀ ନିପାତ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ। ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ। ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କର ମୃତ ସୂଚନା। ମହାସମୁନ୍ଦ ଜିଲ୍ଲା…

‘ଆଦିବାସୀ ମହିଳାମାନଙ୍କର ଫିଟ୍ ରହିବାର କାରଣ ହେଉଛି ମାଣ୍ଡିଆ’

ଭୁବନେଶ୍ଵର:ଫିଟ୍ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଲେମନଟ୍ରି ପ୍ରିମିଅମରେ “ହେଲଦି ଡାଏଟ୍ ଅଭିଯାନ” ର…

Mahanadi River Front Development: ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ତିନି ବର୍ଷରେ…

ଭୁବନେଶ୍ୱର: ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ (Mahanadi River Front Development) ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା। ଜଳ…

ସଚିନ ସତରେ କଣ ହେବେ ବିସିସିଆଇ ସଭାପତି !

ମୁମ୍ବାଇ: ଭାରତୀୟ କ୍ରିକେଟ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମ୍ପର୍କୀତ ସମସ୍ତ ଖବର ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ନୂଆ ସଭାପତି ଖୋଜୁଛି । ଇତି ମଧ୍ୟରେ ସଚିନଙ୍କୁ ବିସିସିଆଇ ସଭାପତି କରିବାକୁ ଚାହୁଁଛି ବୋଲି ସୋସିଆଲ ମିଡିଆରେ…