Latest Odisha News

BREAKING NEWS

Yearly Archives

2025

Minor Girl: ରାଜଧାନୀରେ ପୁଣି ଲଜ୍ଜା! ଚାକିରି ଦେବା ନାଁରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ଘଟଣା ଘଟିବାର କିଛି ଦିନ ନବିତୁଣୁ , ଭୁବନେଶ୍ୱରରେ ପୁଣି ଏଭଳି ସାମ୍ନାକୁ ଆସିଛି। ମହିଳା ବିରୋଧୀ ଅପରାଧର ଆଉ ଦୁଇଟି ମାମଲା ରାଜ୍ୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ନେଇ ଏବେ ଚିନ୍ତା ସୃଷ୍ଟି କରିଛି। ଭୁବନେଶ୍ୱର ଲିଙ୍ଗିପୁର ଦୟା ନଦୀପଠା ପରେ ସହିଦ ନଗରରେ…

Random Mass Shooting: ଆଖିବୁଜା ଗୁଳିମାଡ଼ରେ କିଛି ସେକେଣ୍ଡରେ ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡର ଏହା ଦ୍ୱିତୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ, ପୋଲିସର କହିବା କଥା ଯେ…

Odisha Vigilance: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ ଗିରଫ

ଜଗତସିଂହପୁର: ଜଗତସିଂହପୁରର ରାହାମା ବନାଞ୍ଚଳ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଆଜି ତାଙ୍କୁ କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ ବୋଲି ସୂଚନା ରହିଛି…

Usman Hadi’s funeral:ଶେଷରେ ନଇଁଲେ ୟୁନୁସ ସରକାର, ଉସମାନ ହାଦୀଙ୍କ ଅନ୍ତିମ ଯାତ୍ରାରେ ହେଲେ ସାମିଲ

ନୂଆଦିଲ୍ଲୀ:ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶନିବାର ଏହା ଘୋଷଣା କରି କହିଛନ୍ତି ଯେ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ।ଘଟଣା ପରେ, ବାଂଲାଦେଶର…

Cold Wave: ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ୩ ଜିଲ୍ଲାକୁ କୁହୁଡ଼ି ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡିଶାରେ ଜାରି ରହିଛି ଶୀତ ଲହରି । ବିଶେଷକରି ସକାଳ ସମୟରେ ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଯାତାୟାତରେ ବାଧା ସୃଷ୍ଟି କରୁଛି । ପାରଦ ତଳମୁହାଁ ରହିଥିବାବେଳେ କେତେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଆସନ୍ତା ୨ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡା ଓ କନ୍ଧମାଳ…

Operation Sindoor: ଅପରେସନ ସିନ୍ଦୁର ପରେ ସେନାର ବଡ଼ ପଦକ୍ଷେପ, କିଣାଯିବ ୮୫୦ କାମିକାଜେ ଡ୍ରୋନ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପରେ, ଭାରତୀୟ ସେନା ଦ୍ରୁତ ଗତିରେ ଏହାର ଡ୍ରୋନ୍ ଯୁଦ୍ଧ କ୍ଷମତାକୁ ସୁଦୃଢ଼ ​​କରୁଛି। ଆତଙ୍କବାଦ ବିରୋଧୀ ଏବଂ ଆକ୍ରମଣାତ୍ମକ କାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ସେନା ପ୍ରାୟ ୮୫୦ କାମିକାଜେ ଡ୍ରୋନ୍ (ଲୋଇଟିଂ…

ଲାଞ୍ଚ ନେଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ଗିରଫ, ବାସଭବନରୁ ନଗଦ ୨.୨୩ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ: ଏକ ଲାଞ୍ଚ ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗରୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ସିବିଆଇ ଗିରଫ କରିଛି । ଲାଞ୍ଚ ମାମଲାରେ ସିବିଆଇ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାରଙ୍କୁ ଗିରଫ କରିଛି ।…

ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ମୁଣ୍ଡରେ ଲାଗିଛି ଆଘାତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଶନିବାର ରାତିରେ ଏହି ଦୁର୍ଘଟଣା ହୋଇଛି । ଜଣେ ମଦ୍ୟପ କାର୍ ଡ୍ରାଇଭର ନୋରାଙ୍କ ଗାଡ଼ିକୁ ପିଟିଥିବା ସୂଚନା । ଘଟଣା ପରେ ମଦ୍ୟପ ଡ୍ରାଇଭର ଗିରଫ ହୋଇଛି ।…