Latest Odisha News

BREAKING NEWS

Yearly Archives

2025

ଏହି ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ କ୍ୟାନସର ସଂଖ୍ୟା ବେଶି: ରିପୋର୍ଟ

ନୂଆଦିଲ୍ଲୀ: କର୍କଟ ବା କ୍ୟାନସର ଏକ ଗମ୍ଭୀର ରୋଗ । ଏହାର ଚିକିତ୍ସା ସମ୍ଭବ, ତଥାପି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର କାରଣ ଜୀବନଶୈଳୀ ବୋଲି ବିବେଚନା କରାଯାଉଛି । ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏକ ରିପୋର୍ଟରୁ ଜଣାପଡିଛି ଯେ…

ଟାଟା ପାୱାର ନେତୃତ୍ୱାଧୀନ ଡିସକମଗୁଡ଼ିକ ଆଣିଛନ୍ତି ଗ୍ରାହକ କୈନ୍ଦ୍ରୀକ ଶକ୍ତି 

ଗ୍ରାହକମାନଙ୍କ ପାଇଁ ବହୁବିଧ ଟଚ୍‌ପଏଣ୍ଟ: ଗ୍ରାହକ ସେବା କେନ୍ଦ୍ର (ସିସିସି), ଅନୁଭବ କେନ୍ଦ୍ର, ମୋବାଇଲ୍ ଆପ୍‌, ଦ୍ରୁତ ସମାଧାନ ପାଇଁ ୱେବସାଇଟ୍ ଉପଲବ୍ଧ

ସେପ୍ଟେମ୍ବର ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି: ମନ୍ତ୍ରୀ

ଭୁବନେଶ୍ବର: ବଡ଼ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ାଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ…

ସାପ ବିଷର ଅବୈଧ କାରବାର; ଚଢାଉବେଳେ ୮୬ଟି ବିଷାକ୍ତ ସାପ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରୁରକିରେ ସାପ ବିଷର ଅବୈଧ କାରବାର ଅଭିଯୋଗ ଆସିବା ପରେ ବନ ବିଭାଗ ଦଳ ସକ୍ରିୟ ହୋଇ ଉଠିଛି। ଖଞ୍ଜରପୁର ଅଞ୍ଚଳରେ ସାପ ବିଷର ଅବୈଧ କାରବାର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବନ ବିଭାଗ ଦଳ ଗୋଦାମରେ ଚଢାଉ କରି ୮୬ ଟି ବିଷାକ୍ତ ସାପ ଉଦ୍ଧାର କରିଛି। ଏଥିରେ…

ଦେଶୀୟ ପକ୍ଷୀ ଗଣନା ଶେଷ; ଚଳିତ ବର୍ଷ ଭିତରକନିକାକୁ ଆସିଛନ୍ତି ୧୦ ପ୍ରକାର ନୂଆ ପକ୍ଷୀ

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ତେବେ ଗତ ବର୍ଷ ତୁଳନାରେ ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଥିବାବେଳେ, ଚଳିତବର୍ଷ ଏଥିରେ ବୃଦ୍ଧି ପାଇ ୧ଲକ୍ଷ ୩୦ ହଜାର ୭୯୬ରେ…

‘ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ ବୋଲି ସୂଚନା ଦେଲେ ଏସିପି ଜୋନ୍‌-୫ ବିଶ୍ବରଞ୍ଜନ ସେନାପତି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି, କାଲି ବିଦା ହେବେ । ଆଜି ସରୁଛି ନୋଟିସ୍‌ର ଡେଡ୍‌ଲାଇନ, କାଲି ପୋଲିସ ଉଚ୍ଛେଦ…

କାଠମାଣ୍ଡୁରେ ଫସିଥିବା ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଭାରତ ସରକାର

ନୂଆଦିଲ୍ଲୀ: ଗତ ୩ ଦିନ ଧରି ନେପାଳରେ ଅଶାନ୍ତି ଏବଂ ହିଂସା ମଧ୍ୟରେ ଦେଶର ଅନେକ ସ୍ଥାନରେ କର୍ଫ୍ୟୁ ଘୋଷଣା କରାଯାଇଛି। ଏଥିସହିତ ତ୍ରିଭୁବନ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ କାଠମାଣ୍ଡୁ ବିମାନବନ୍ଦରରେ ଫସି ରହିଥିବା ଭାରତୀୟ…

୭୭୫ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଗଲା ସ୍ଵତନ୍ତ୍ର ଟ୍ରେନ

ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବାହାରିଲା ସ୍ଵତନ୍ତ୍ର ଟ୍ରେନ । ପ୍ଲାଟ୍‌ଫର୍ମ ନଂ-୧ ଠାରେ ସ୍ୱତନ୍ତ୍ର ଟ୍ରେନ୍‌କୁ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ…

ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିସବୁ ଟ୍ରେନ ବାତିଲ, ଯାତ୍ରା ଆରମ୍ଭ ପୂର୍ବରୁ ଜାଣି ରଖନ୍ତୁ…

ଭୁବନେଶ୍ୱର: ବ୍ରହ୍ମପୁର ଏବଂ ବିଶାଖାପାଟଣା ମଧ୍ୟରେ ଏକ୍ସପ୍ରେସ ଟ୍ରେନ ସେବା ସେପ୍ଟେମ୍ବର ୧୦ ରୁ ସେପ୍ଟେମ୍ବର ୧୨ ମଧ୍ୟରେ ବାତିଲ ରହିବ। ଏନେଇ ପୂର୍ବତଟ ରେଳପଥ ବୁଧବାର ଦିନ ସୂଚନା ଦେଇଛି। ଅପ୍ ଲାଇନରେ ପେଣ୍ଡୁର୍ଟି ଏବଂ ସିଂହାଚଳମ ମଧ୍ୟରେ ବାଲାଷ୍ଟ କ୍ଲିନିଂ ମେସିନ (BCM) କାମ ପାଇଁ…

ପତ୍ନୀଙ୍କୁ ସନ୍ଦେହରୁ ବର୍ବରତା: ବନ୍ଧା ହେଲେ ସ୍ବାମୀ

ନିମାପଡା: ପୁରୀ ଜିଲ୍ଲା ନିମାପଡା ବ୍ଲକ ଅମଳାପଡାର ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକଙ୍କୁ ମାଡ଼ ଘଟଣା । ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ପୋଲିସ । ଶିକ୍ଷୟିତ୍ରୀ ପତ୍ନୀ ଓ ନିର୍ଯାତିତ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିବା ସୂଚନ ରହିଛି । ଶିକ୍ଷୟିତ୍ରୀ…