ଅନୁଭବ ମହାନ୍ତିଙ୍କ ‘ଚାରିଧାମ’ ଟିଜର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ
ଭୁବନେଶ୍ବର: ପୁଣି ରୁପେଲି ପରଦାକୁ ନିଜର ଜଲଓ୍ବା ଦେଖେଇବାକୁ ଫେରୁଛନ୍ତି ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି । ତାଙ୍କ ଅଭିନୀତ 'ଚାରିଧାମ' ଫିଲ୍ମର ଟିଜର ରିଲିଜ ହୋଇଛି । ଏହା ସହ ଫିଲ୍ମଟି କେବେ ପରଦାକୁ ଆସିବ ତାହାର ତାରିଖ ପ୍ରକାଶ ପାଇଛି । ତେବେ ଫିଲ୍ମଟିର ଟିଜରକୁ ଲୋକେ ବେଶ ପ୍ରଶଂସା…