Latest Odisha News

BREAKING NEWS

Yearly Archives

2025

ସଞ୍ଜୁ ସାମସନ ଖେଳିବା ନେଇ ଏହା କହିଲେ ସୂର୍ଯ୍ୟକୁମାର

ଦୁବାଇ: ସେପ୍ଟମ୍ବର ୧୦ରେ ୟୁଏଇ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ କିପରି ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି । ମଙ୍ଗଳବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସଞ୍ଜୁ ସାମସନ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ ମଜାକିଆ ଢ଼ଙ୍ଗରେ ଉତର…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ; ୨୦୨୫ର ଚତୁର୍ଥ ସନ୍ଧ୍ୟାରେ ସ୍ଥାନିତ ହୋଇଛି ରଙ୍ଗମଂଚର କାର୍ଯ୍ୟକ୍ରମ

ଭୁବନେଶ୍ୱର: ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଥିଲା ଚତୁର୍ଥ ସନ୍ଧ୍ୟା। ଏହି ଚତୁର୍ଥ ସନ୍ଧ୍ୟାରେ ମାନବ ଭାବନା ଏବଂ ମନସ୍ତାତ୍ୱିକ ଜଟିଳତାର ଗଭୀରତାକୁ ଅନୁସନ୍ଧାନ କରି ଏକ ସ୍ୱତନ୍ତ୍ର ନାଟ୍ୟ…

ପ୍ରାୟ ୩୦ ଘଣ୍ଟା ପରେ ପୁରୀରୁ ଅପହୃତ ନାବାଳକ ଉଦ୍ଧାର

ପୁରୀ: ସୋନପୁର ଜିଲ୍ଲାରୁ ଅପହରଣର ଦୁଇ ଦିନ ପରେ ନାବାଳକକୁ ମଙ୍ଗଳବାର ଦିନ ପୋଲିସ ପୁରୀରୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସୋନପୁରର ପାଟଭାଡି ଅଞ୍ଚଳରେ ଘର ବାହାରେ ଖେଳୁଥିବା ସମୟରେ ନାବାଳକକୁ ଅପହରଣ କରାଯାଇଥିଲା। ସୋମବାର ସକାଳ ୧୧ଟା ସୁଦ୍ଧା ୨୦ ଲକ୍ଷ…

Kajal Aggarwal: ସଡ଼କ ଦୁର୍ଘଟଣାରେ କାଜଲ ଅଗ୍ରୱାଲଙ୍କ ମୃତ୍ୟୁ ?, ସାମ୍ନାକୁ ଆସିଲା ସତ…..

ମୁମ୍ବାଇ: ଭାରତୀୟ ସିନେମାର ଅନନ୍ୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଫ୍ୟାନ୍ସଙ୍କୁ ସ୍ତବ୍ଧ କରିଦେଇଥିଲା । ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏବେ ନିଜେ ଅଭିନେତ୍ରୀ ଆଗକୁ ଆସି ସବୁ ଏହା ଗୁଜବ ବୋଲି ପ୍ରକାଶ…

Operation Sindoor: ‘ଅପରେସନ ସିନ୍ଦୂର’ର ସଫଳତା ପଛରେ ଥିଲା ୪୦୦ ବୈଜ୍ଞାନିକଙ୍କର ବଡ଼ ଭୂମିକା, କିପରି…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କୀ ହାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଆତଙ୍କବାଦୀମାନେ ଚଳିତ ବର୍ଷା ୨୨ ଏପ୍ରିଲରେ ପହଲଗାମରେ ଆକ୍ରମଣ କରିଥିଲେ। ଏହି ସମୟରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ସମଗ୍ର ଦେଶ କ୍ରୋଧିତ…

Nepal GenZs Protests: କାହିଁକି ଜଳୁଛି ନେପାଳ?

ନୂଆଦିଲ୍ଲୀ: ନେପାଳ ଯୁବକଙ୍କ କ୍ରୋଧରେ ଜଳୁଛି ନେପାଳ । ନେପାଳରେ ସରକାରଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଯୁବକମାନେ ଶାନ୍ତ ହେଉନାହାଁନ୍ତି । ଅଧିକରୁ ଅଧିକ ହିଂସାତ୍ମକ ହେବାରେ ଲାଗିଛନ୍ତି । ପ୍ରତିବାଦକାରୀ ଯୁବକମାନେ ନେପାଳ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନରୁ ନେଇ…

Subhadra Yojana: ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ କାଲି ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ଵର: ସୁଭଦ୍ରାକୁ ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ସାମିଲ ହେବେ । ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ହେବା ନେଇ ବୈଠକରେ ଆଲୋଚନା ହେବ । ଉପ…

Gold Price Hike: ବଢିଲା ସୁନା ଏବଂ ରୁପା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଲକ୍ଷେ ଟପିଲା ସୁନା ଦର। ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେପ୍ଟେମ୍ବର ୯ ତାରିଖରେ ଭାରତୀୟ ସୁନା ବଜାରରେ ସୁନା ଏବଂ ରୁପାର ମୂଲ୍ୟରେ ବୃଦ୍ଧି ଘଟିଛି। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୧୦ ହଜାର ୨୯୦…

ହିଂସା ମଧ୍ୟରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି 

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଇସ୍ତଫା ଦେବା ପରେ ହିଁ ପରିସ୍ଥିତିରେ ସୁଧାର ଆସିବ ବୋଲି ସେ କହିଥିଲେ। ନେପାଳରେ…

ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଜାରି କଲା ଜଳ ସମ୍ପଦ ବିଭାଗ

ଭୁବନେଶ୍ବର: ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଲଗାଇଲେ ସରକାର । ଏବେ ଆଉ ନଦୀ କିମ୍ବା ଜଳାଶୟ ବା ଜଳଭଣ୍ଡାର ଭିତରେ ମନ ଇଛା ପାଇପ ଲାଇନ ବିଛାଇ ପାରିବେନି କୌଣସି ସଂସ୍ଥା । ଏନେଇ ଆଜି ନୂଆ ମାର୍ଗଦର୍ଶିକା ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ ।…