ଆତଙ୍କବାଦୀ ଆକ୍ରମଣ, ବସ୍ ଉପରେ ଆଖିବୁଜା ଗୁଳିଚାଳନା; ୬ ମୃତ , ୧୫ ଆହତ
ନୂଆଦିଲ୍ଲୀ:ଇସ୍ରାଏଲର ଜେରୁସେଲମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣ ସମୟରେ ଏକ ବସ୍ କୁ ଟାର୍ଗେଟ କରାଯାଇଥିଲା। ସୋମବାର ଜେରୁସେଲମର ରାମୋଟ୍ ଜଙ୍କସନରେ ଏକ ବସ୍ ଷ୍ଟପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଗୁଳିକାଣ୍ଡରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୧୫ ଜଣ ଆହତ…