ଏଆଇ ଏବଂ ଏସଆଇ ମଧ୍ୟରେ ଫସି ଯିବାନି ତ ଆମେ
ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆର୍ଟିଫିଶିୟାଲ ଇଂଟେଲଜେନ୍ସର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଅତ୍ୟଧିକ ଟେକ୍ନୋଲୋଜିର ବ୍ୟବହାର ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ପଦାରେ ପକାଇବା ଆଶଙ୍କା ରହିଛି । ଇତି ମଧ୍ୟରେ ଏଆଇଠାରୁ ଆଉ ପାଦେ ଆଗକୁ ଯାଇ ସିନ୍ଥେଟିକ ଇଂଟେଲଜେନ୍ସି ବାହାର କରାଯାଇଛି…