Abhijit Majumdar: ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ ଆବଶ୍ୟକ ପଡ଼ିଲେ…
ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ବିଧାୟକ ବାବୁ ସିଂହଙ୍କ ସହ ମିଶି ଡାକ୍ତରଙ୍କ ସହ ଆଲୋଚନା କଲେ ମନ୍ତ୍ରୀ। ପ୍ରୋଟୋକଲ୍ ଅନୁସାରେ ଚିକିତ୍ସା ଚାଲିଛି, ଉନ୍ନତି ଆସିଛି କହିଲେ ଡାକ୍ତର। ଗୁରୁତର ଅବସ୍ଥାରେ ଭୁବନେଶ୍ୱରର…