Latest Odisha News

BREAKING NEWS

Yearly Archives

2025

‘ସେପ୍ଟେମ୍ବରରେ ଚାଷୀଙ୍କୁ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଯୋଗାଇ ଦିଆଯିବ’

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୃଙ୍ଖଳିତ ସାର ଯୋଗାଣର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ସେପ୍ଟେମ୍ବର ମାସରେ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର…

ନୂଆଖାଲି ଦଙ୍ଗାର ହୃଦୟଥରା କାହାଣୀ ‘ଦ ବେଙ୍ଗଲ ଫାଇଲ୍ସ’, ପ୍ରଥମ ଦିନରେ ରୋଜଗାର କଲା ଏତିକି…

ମୁମ୍ବାଇ: ଦୀର୍ଘ ସମୟ ବିବାଦ ଘେରରେ ରହିବା ପରେ ଶେଷରେ ରିଲିଜ ହୋଇଛି ବିବେକ ଅଗ୍ନିହୋତ୍ରୀଙ୍କ 'ଦ ବେଙ୍ଗଲ ଫାଇଲ୍ସ' । ବେବେକ ଅଗ୍ନିହୋତ୍ରୀଙ୍କର ଫାଇଲ୍ସ ଟ୍ରିଓଲଜି 'ଦ ତାସକେଣ୍ଡ ଫାଇଲ୍ସ' ଏବଂ 'ଦ କଶ୍ମୀର ଫାଇଲ୍ସ'ର ତୃତୀୟ ଏବଂ ଶେଷ ଭାଗ 'ଦ ବେଙ୍ଗଲ ଫାଇଲ୍ସ' । ଫିଲ୍ମ ଶୁକ୍ରବାର ରିଲିଜ…

ବିନା ଅନୁମତିରେ ଫୋନ ଛୁଇଁଲେ ଜେଲ, ଅଦ୍ଭୂତ ନିୟମ

ନୂଆଦିଲ୍ଲୀ : ପ୍ରତ୍ୟେକ ଦେଶରେ କିଛି ନା କିଛି ଏପରି ଆଇନ ରହିଛି, ଯାହା ଅନ୍ୟ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଏପରି ଅନେକ ଅଦ୍ଭୁତ ଆଇନ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଆଇନଗୁଡ଼ିକ ଦେଶର ସାଂସ୍କୃତିକ ଓ ଧାର୍ମିକ…

ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳକୁ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ରୂପେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆଜି ସମ୍ବଲପୁରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଥିଲା । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ…

ଆପଣଙ୍କ ସବୁ ପାସୱାର୍ଡ ଏମାନଙ୍କ ପାଖରେ, ହୋଇଯାନ୍ତୁ ସାବଧାନ !

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ପାସୱାର୍ଡ ହେଉଛି ଆମର ଅନଲାଇନ ସୁରକ୍ଷାର ପ୍ରଥମ ପ୍ରାଚୀର। କିନ୍ତୁ ଯଦି ଏହି ପ୍ରାଚୀର ଦୁର୍ବଳ ହୋଇଯାଏ, ତେବେ ହ୍ୟାକରମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ବିବରଣୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ଆକ୍ସେସ କରିପାରନ୍ତି। ଏବେ ଆମେ ଆପଣଙ୍କୁ ଜଣାଇବୁ…

ଏହି ଜର୍ସି ପିନ୍ଧି ଭାରତୀୟ ଟିମ ଖେଳିବ ଏସିଆ କପ କ୍ରିକେଟ

ଦୁବାଇ: ଏସିଆ କପ ୨୦୨୫ କ୍ରିକେଟ ଟ୍ରଫି ପାଇଁ ଭାରତୀୟ ଟିମ ଦୁବାଇରେ ପଂହଚି ସାରିଛି । ସେପ୍ଟମ୍ବର ୯ରୁ ୮ଟି ଦେଶକୁ ନେଇ ଏହି ଟୁର୍ଣ୍ଣାମେଂଟ ଟି୨୦ ଫର୍ମାଟରେ ଖେଳାଯିବ । ୨୦୨୩ରେ ଭାରତ ଏହି ଟ୍ରଫି ହାସଲ କରିଥିଲା । ଇତି ମଧ୍ୟରେ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଟିମର…

ଘରେ ଦେଖାଯାଉଥିଲେ ହୋଇଯାନ୍ତୁ ସାବଧାନ, ନହେଲେ ହୋଇଯିବ ସର୍ବନାସ

ଘରେ ଝିଟିପିଟି ଦେଖାଯିବା ଏକ ସାଧାରଣ ଘଟଣା, କିନ୍ତୁ ଯେତେବେଳେ ଏହାର ସଂଖ୍ୟା ଗୋଟିଏ-ଦୁଇଟିରୁ ଅଧିକ ହୋଇଯାଏ, ତେବେ ଏହା ଚିନ୍ତାର କାରଣ ହୋଇପାରେ। ସାଧାରଣତଃ ଝିଟିପିଟି ଧଳା କିମ୍ବା ଫିକା କଳା ରଙ୍ଗର ହୋଇଥାଏ ଏବଂ ଏହା ଘରେ ଦେଖାଗଲେ ଶୁଭ ବା ଅଶୁଭ ସଙ୍କେତ ଦେଇଥାଏ। କିନ୍ତୁ ଯଦି ଘରେ କଳା…

Bribe: ଖାକିରେ ଦାଗ ;୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ SI

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ପୋଲିସ ଏସ୍‌ଆଇ (SI of Police) । କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଥିବା ସୁବର୍ଣ୍ଣପୁର ପୋଲିସ ବିଟ୍ ହାଉସରେ କାର୍ଯ୍ୟରତ ଏସ୍‌ଆଇ ପ୍ରସନ୍ନ କୁମାର…

‘ପୁରୀ ସହିତ ଦେଶ-ବିଦେଶରେ ରଥଯାତ୍ରା ଓ ସ୍ନାନ ଯାତ୍ରା ଗୋଟିଏ ଦିନରେ ହେବା ଉଚିତ୍‌’

ପୁରୀ: ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ଉପସ୍ଥିତିରେ ଏକ ପ୍ରେସମିଟ୍ ଅନୁଷ୍ଠିତ ହୋଇଯାଇଛି । ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ…

ଯଦି ପୃଥିବୀରେ ଏମିତି ହୋଇଯାଏ…. ବଣମଣିଷଠୁ ବଡ଼ ହୋଇଯିବ ମଣିଷ, ପିମ୍ପୁଡ଼ି ହୋଇଯିବ ୫୦ କେଜି ଓଜନ !

ନୂଆଦିଲ୍ଲୀ: ମଣିଷ ସମେତ ପୃଥିବୀରେ ଥିବା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅମ୍ଳଜାନ ଅତ୍ୟନ୍ତ ଜରୁରୀ। ଏହି ଅମ୍ଳଜାନ ହିଁ ପୃଥିବୀରେ ମଣିଷ ଓ ଜୀବଜନ୍ତୁଙ୍କ ଅସ୍ତିତ୍ୱର ମୂଳ କାରଣ। ଅନ୍ୟ ଗ୍ରହମାନଙ୍କରେ ଅମ୍ଳଜାନର ଅଭାବ ହେତୁ ସେଠାରେ ଜୀବନର ସମ୍ଭାବନା ନାହିଁ। କେବେ ଭାବିଛନ୍ତି କି, ଅମ୍ଳଜାନର…