Latest Odisha News

BREAKING NEWS

Yearly Archives

2025

ଅପରେସନ ସିନ୍ଦୂର ମେ ୧୦ରେ ସରିନଥିଲା; ଦୀର୍ଘ ଦିନ ଚାଲିଥିଲା: ସେନା ମୁଖ୍ୟ 

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ମେ ୧୦ରେ ସରିନଥିଲା; ଦୀର୍ଘ ଦିନ ଧରି ଚାଲିଥିଲା। ଏନେଇ ସୂଚନା ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଶୁକ୍ରବାର ଦିନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ 'ଅପରେସନ ସିନ୍ଦୂର'କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି।ତେବେ ଏହି…

Modi-Trump: ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁନାହାଁନ୍ତି ମୋଦି!, ଏଥର UNGAରେ ଦେବେନି ଯୋଗ, ଭାରତକୁ ପ୍ରତିନିଧିତ୍ୱ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ ସଂଶୋଧିତ ଅସ୍ଥାୟୀ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ସେପ୍ଟେମ୍ବର ୨୭…

ଭୁଲ ମାଗିବ ଭାରତ; ଶୁଳ୍କ ବିବାଦ ମଧ୍ୟରେ ବାଣିଜ୍ୟ ସଚିବଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ: ଭାରତ ଆଗାମୀ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବ ଏବଂ ଭୁଲ ମାଗିବ। ଏନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଦାବି କରିଛନ୍ତି। ସେ ଭାରତକୁ ବ୍ରିକ୍ସ ଗୋଷ୍ଠୀରେ ଋଷ ଏବଂ ଚୀନ୍ ମଧ୍ୟରେ 'ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ' ଭାବରେ ମଧ୍ୟ…

କ୍ରମାଗତ ୧୧ ଦିନ ଧରି ବନ୍ଦ ବୈଷ୍ଣୋ ଦେବୀ ଯାତ୍ରା, ଜାଣନ୍ତୁ…

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରର ଯାତ୍ରା ଲଗାତାର ୧୧ତମ ଦିନ ପାଇଁ ସ୍ଥଗିତ ରହିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨୬ ତାରିଖରେ ଭୂସ୍ଖଳନ ପରେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୦ ଜଣ ଆହତ…

ଓଡ଼ିଶା ହାଇକୋର୍ଟର ବଡ଼ ରାୟ: ଅଂଶୀଦାରଙ୍କ ଅନୁମତି ବିନା ମିଳିତ ସମ୍ପତ୍ତିରେ ଅଂଶ ବିକ୍ରି କରିପାରିବେ

କଟକ: ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟରେ କହିଛନ୍ତି ଯେ, ମିଳିତ ସମ୍ପତ୍ତିରେ ଜଣେ ଅଂଶୀଦାର ଅନ୍ୟ ଅଂଶୀଦାରଙ୍କ ଅନୁମତି ବିନା ନିଜର ଅଂଶ ବିକ୍ରି କରିପାରିବେ। ଏହି ରାୟ ନ୍ୟାୟମୂର୍ତ୍ତି ଆନନ୍ଦ ଚନ୍ଦ୍ର ବେହେରା ଦେଇଛନ୍ତି। ଭଦ୍ରକ ଜିଲ୍ଲାର ବସୁଦେବପୁରର ସବ-ରେଜିଷ୍ଟ୍ରାର…

ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ଉପରେ ବର୍ଷିଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ୱାଇ: 'ଦି ବେଙ୍ଗଲ ଫାଇଲ୍ସ' ଫିଲ୍ମଟି ମୁକ୍ତିଲାଭ ପୂର୍ବରୁ ହିଁ ବିବାଦ ଘେରରେ ଫସି ରହିଥିଲା। ତେବେ ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଏହାକୁ ବଙ୍ଗଳା ଭାଷାରେ ଡବିଂ ମଧ୍ୟ କରାଯାଇଛି। ଯାହା ଦ୍ୱାରା ରାଜ୍ୟର ସ୍ଥାନୀୟ ଦର୍ଶକ ଏହାକୁ ନିଜ ମାତୃଭାଷାରେ ଦେଖିପାରିବେ। କିନ୍ତୁ…

ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା; ବୟସ୍କ ହେବାରେ ଲାଗିଛି ଭାରତର ଜନସଂଖ୍ୟା, ଏହି ବୟସ ଶ୍ରେଣୀରେ..

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ଧୀରେ ଧୀରେ ବୃଦ୍ଧାବସ୍ଥା ଆଡ଼କୁ ମୁହାଁଇଛି । ସ୍ପେସାଲ ରେଜିଷ୍ଟ୍ରେସନ ସିଷ୍ଟମ (SRS)ର ୨୦୨୩ ରିପୋର୍ଟରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । SRS ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ପ୍ରଜନନ ହାର ହ୍ରାସ ପାଉଛି । ରିପୋର୍ଟ ଅନୁଯାୟୀ,…

ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ବିଦ୍ୟାଗ୍ରହ, ଗ୍ରାମୀଣ ଶ୍ରେଣୀଗୃହରେ ଡିଜିଟାଲ୍ ଶିକ୍ଷଣର ଶୁଭାରମ୍ଭ…

ଝାରସୁଗୁଡା: ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା ସମ୍ବଳରୁ ଶିଖିବାର ସମାନ ସୁଯୋଗ ଦିଆଗଲେ ସମାଜରେ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ଏହି ବିଶ୍ୱାସ ବେଦାନ୍ତ ଆଲୁମିନିୟମର ପ୍ରୟାସକୁ ପ୍ରୋଜେକ୍ଟ ବିଦ୍ୟାଗ୍ରହ ମାଧ୍ୟମରେ ମାର୍ଗଦର୍ଶନ କରିଛି। ଯାହାକି ଏକ ଅଗ୍ରଣୀ ଡିଜିଟାଲ୍ ଶିକ୍ଷଣ ପଦକ୍ଷେପ…

ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ହଲଚଲ, ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ। ସେଥିପାଇଁ ଜୋର୍‌ଦାର ଲାଗି ପଡ଼ିଛନ୍ତି ଶାସକ ଓ ବିରୋଧୀ । ସିପି ରାଧାକ୍ରିଷ୍ଣନ୍‌ଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି ଏନ୍‌ଡିଏ । ସେପଟେ କ୍ରସ୍‌ ଭୋଟିଂ ଉପରେ ନିର୍ଭର କରୁଛି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ବି.…

Six Maoists Died: ସୁରକ୍ଷାବାହିନୀ ଗୁଳିରେ ୬ ମାଓବାଦୀ ସଫା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ପୋଲିସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳିବିନିୟମରେ ୬ ଜଣ ମାଓବାଦୀମାନେ ନିପାତ ‌ହୋଇଥିବା ଜଣାପଡ଼ିଛି । ଏଥିସହ ବହୁ ପରିମାଣରେ ମାଓ ବିସ୍ଫୋରକ ସହ ବନ୍ଧୁକ ଜବତ କରାଯାଇଛି । ଥୁଲଥୁଲି ଜଙ୍ଗଲରେ…