Latest Odisha News

BREAKING NEWS

Yearly Archives

2025

US-India Ties: ‘ଆମର ସମ୍ପର୍କ ବହୁତ ଭଲ’, ଭାରତ ସହିତ ସମ୍ପର୍କକୁ ନେଇ ପୁଣି ସମାଲୋଚନା କଲେ…

ନୂଆଦିଲ୍ଲୀ: ଶୁଳ୍କ ବିବାଦ ଏବଂ ଭାରତ ବିଷୟରେ ବାରମ୍ବାର ବିବାଦୀୟ ବୟାନ ପରେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ ନିମ୍ନ ସ୍ତରରେ ପହଞ୍ଚିଛି । ଭାରତ ଉପରେ ୫୦% ଶୁଳ୍କ ଲଗାଇବା ସହି ଭାରତକୁ କଡା ସମାଲୋଚନା ବି କରିଥିଲେ । ଆଉ ଏବେ ଚୀନ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

Sagar Kavach 2: ଉପକୂଳ ସୁରକ୍ଷା ପାଇଁ ଆରମ୍ଭ ହେଲା ସମରାଭ୍ୟାସ ସାଗର କବଚ-୨

ପାରାଦୀପ: ବଙ୍ଗୋପସାଗରରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରଭ୍ୟାସ । ଏଥିରେ ସାମିଲ୍ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା । ଜଳପଥରେ ଆତଙ୍କବାଦୀ ଅନୁପ୍ରବେଶ ପ୍ରତିହତ କରିବା ଲକ୍ଷ୍ୟ…

କାର ଚଲାଉଥିବା ସମୟରେ ଶୋଇଯାଇଥିଲେ, iPhoneର ଏହି ଫିଚର୍‌ ବଞ୍ଚାଇଦେଲା ଜୀବନ

ନୂଆଦିଲ୍ଲୀ: ଆଇଫୋନ ଲଗାତାର ତା' ଆପୁଲ୍ ୱାଚ୍'ରେ ଏପରି ସୁରକ୍ଷା ଫିଚର ଯୋଡୁଛି ଯାହା କେବଳ ଟେକ୍ନୋଲୋଜିରେ ଆଗୁଆ ରହୁଛି ତାହା ନୁହେଁ ମାନବ ଜୀବନକୁ ମଧ୍ୟ ବଞ୍ଚାଇପାରୁଛି। ସମ୍ପ୍ରତି ଆମେରିକାର ୧୬ ବର୍ଷୀୟ ଲିଣ୍ଡସେ ଲେସ୍କୋଭେଙ୍କ ଦୁର୍ଘଟଣା ଏହାର ଏକ ବଡ଼ ଉଦାହରଣ । ଆଇଫୋନ୍'ର କ୍ରାଶ…

Malkangiri Mao: ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଏସଟିଏଫ୍, ଡିଆରଜି ଏବଂ ସିଆରପିଏଫ୍ ଜବାନଙ୍କ ପକ୍ଷରୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଏହି ୧୬ ଜଣ ହାର୍ଡକୋର…

ବିଶ୍ୱର କେଉଁ ଦେଶରେ ହୋଇନଥାଏ ନିର୍ବାଚନ? ଭୋଟ କ’ଣ ଜାଣିନଥାନ୍ତି ଲୋକ

ନୂଆଦିଲ୍ଲୀ:  ଆଜି ଆମେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ (One Nation, One Election) ଭଳି ବିଚାରଗୁଡ଼ିକ ଉପରେ ଆଲୋଚନା କରୁଛୁ, ଯାହାକି ସମଗ୍ର ଦେଶରେ ଗୋଟିଏ ଥରରେ ନିର୍ବାଚନ କରାଯାଇପାରେ। ଭାରତ ଭଳି ଏକ ଗଣତନ୍ତ୍ର ଦେଶରେ ଭୋଟ୍ ଦେବା ଏକ ସାଧାରଣ ବିଷୟ, ଏବଂ ପ୍ରତ୍ୟେକ ନାଗରିକଙ୍କର…

Archana Nag: ଅର୍ଚ୍ଚନା ନାଗଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ । ରାତି ଅଧରେ ଘରେ ପଶି ମାରଣାସ୍ତ୍ରରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅର୍ଚ୍ଚନା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସ୍ବାମୀ ଜଗବନ୍ଧୁଙ୍କୁ…

Balochistan: ରାଲିରେ ଆତ୍ମଘାତୀ ବୋମା ବିସ୍ଫୋରଣ; ୧୪ ମୃତ, ୩୫ ଆହତ

ପାକିସ୍ତାନ: କ୍ୱେଟା (Quetta)ରେ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି (BNP) ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାର ସମାପ୍ତି ପରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୫ ଜଣ ଆହତ ହୋଇଛନ୍ତି । ଏକ୍ସପ୍ରେସ…

Yamuna Flood Situation: ବିପଦ ସଙ୍କେତ ଉପରେ ପ୍ରବାହିତ ଯମୁନା ନଦୀ ଜଳସ୍ତର, ଭୟଙ୍କର ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ଭାରତରେ ସେପ୍ଟେମ୍ବର ମାସରେ ମଧ୍ୟ ମୌସୁମୀର ପ୍ରକୋପ ଥମିବାର ନାଁ ନେଉନାହିଁ । ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିଦେଇଛି । ନଦୀଗୁଡିକରେ ଜଳସ୍ତର…