ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସମେତ ୭ ଗିରଫ
ଗଜପତି: ୯ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ତିନି ଜଣ ହୋମଗାର୍ଡଙ୍କ ସମେତ ସାତ ଜଣ ଗିରଫ ହୋଇଛନ୍ତି। ଗଜପତି ଜିଲ୍ଲାର ଗାରାବନ୍ଧାର ଟି ଉମା ରେଡ୍ଡି ନାମକ ଜଣେ ବ୍ୟବସାୟୀ ସୋମବାର ଦିନ ତାଙ୍କ ଦୁଇ ବନ୍ଧୁ ଓ ଡ୍ରାଇଭରଙ୍କ ସହ ଜୟପୁରରୁ ରାୟଗଡା ଯାଉଥିଲେ।
ସେହି ସମୟରେ ରାଫାକୋଣା ଛକ ନିକଟରେ…