Latest Odisha News

BREAKING NEWS

Yearly Archives

2025

ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ୬ଟି ଗେଟ୍

ସମ୍ବଲପୁର:ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ୁଥିବାରୁ ଖୋଲିଲା ୬ଟି ଗେଟ୍ । ଆଜି କିଛି ଘଣ୍ଟା ପୂର୍ବରୁ ପ୍ରଥମେ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍‌ ଖୋଲିଥିଲେ । ପରେ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଲା । ୨ଟି ଗେଟ୍‌ ଖୋଲାଥିବା ବେଳେ ଜଳଭଣ୍ଡାରର ଜଳସ୍ତର ୬୨୬.୩୭ ଫୁଟ ରହିଥିଲା।…

ଲୀଡ ସ୍ପନଶର ପାଇଁ ଟେଣ୍ଡର ଜାରୀ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଟିମ ଇଣ୍ଡିଆ ଲୀଡ ସ୍ପନଶର ରାଇଟ୍ସ ପାଇଁ ଟେଣ୍ଡର ଆହ୍ୱାନ କରିଛି । ନିକଟରେ ଡ୍ରିମ ୧୧ ଲୀଡ ସ୍ପନଶରରୁ ହଟି ଯାଇଥିଲା । ଆଲକହଲ, ତମ୍ବାଖୁ, ସଟ୍ଟେବାଜ, ରିୟଲ ମନୀ ଗେମିଂ, କ୍ରେପ୍ଟୋକରେନ୍ସି ଓ ପୋର୍ନଗ୍ରାଫି ସହ ଜଡିତ କମ୍ପାନୀଙ୍କୁ…

ଚୋରି ହୋଇଥିବା ୯୦୦ ଗ୍ରାମ ସୁନା ସହ ୨ କେଜି ରୂପା ଜବତ, ୪ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଥିବା ସ୍ବର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନରୁ ବଡ଼ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଗତ ୨୪ ତାରିଖ ଦିନ ଦ୍ୱିପହରେ ୧୦ଜଣ ଡକାୟତ ମୁଖା, ହେଲମେଟ ପିନ୍ଧି ବନ୍ଧୁକ, ବମ୍‌ ଫୁଟାଇ ରୂପା, ଅଳଙ୍କାର ସହ ନଗଦ ଟଙ୍କା…

ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ମାମଲା: ଗିରଫ ହେଲେ ମଧୁସ୍ମିତା ସିଂ

ଭୁବନେଶ୍ବର: ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪…

ଦିଲ୍ଲୀ ଦଙ୍ଗା ଘଟଣା: ଉମର ଖାଲିଦ ଓ ଶାର୍ଜିଲ ଇମାମଙ୍କ ସହ ୭ ଜଣଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ସହିତ ଜଡିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସାଙ୍ଘାତିକ ଷଡ଼ଯନ୍ତ୍ର ମାମଲାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ଶାର୍ଜିଲ ଇମାମ ଏବଂ ଅନ୍ୟ ସାତ ଜଣଙ୍କୁ ଜାମିନ ଦେବାକୁ…

କୋଲକାତା ଅଭିମୁଖେ ଯାଉଥିବା ବିମାନରେ ପକ୍ଷୀ ଧକ୍କା; ଫ୍ଲାଇଟର ଜରୁରୀ ଅବତରଣ

ନାଗପୁର: ନାଗପୁରରୁ କୋଲକାତା ଯାଉଥିବା ବିମାନକୁ ଜରୁରୀକାଳୀନ ସ୍ଥିତି ଯୋଗୁ ନାଗପୁର ଫେରାଇ ଦିଆଯାଇଛି। ଅଧିକାରୀଙ୍କ କହିବାନୁଯାୟୀ, ସକାଳେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହେବା ପରେ ବିମାନକୁ ଫେରି ଆସିଥିଲା। ବିମାନରେ ପ୍ରାୟ ୧୬୦ରୁ ୧୬୫ ଜଣ…

Arrest : ଗୋପାଳପୁର ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା; ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ

ଗଞ୍ଜାମ: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ। ଗିରଫ କଲା ଗୋପାଳପୁର ପୋଲିସ । ନାବାଳିକାକୁ ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ । ନାବାଳିକାଙ୍କ ବାପା ମାଆଙ୍କ ଅଭିଯୋଗରେ ବାନ୍ଧିଲା ପୋଲିସ । ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ ଏହି…

ଜୁଆ ଖେଳ ଚାଲିଥିବା ବେଳେ ପୋଲିସର ଚଢଉ, ୪ ଜୁଆଡ଼ି ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ମାଟିଖାଲ ଅଞ୍ଚଳରେ ଚାଲିଥିଲା ଜୁଆ ଆଡ୍ଡା। ଜମିଥିଲା ଆସର। ଖବର ପାଇ ଅତର୍କିତ ଚଢାଉ କଲେ ପୋଲିସ। ଫଳରେ ଘଟଣାସ୍ଥଳରୁ ୪ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ। ଏହାସହ ୪୪ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଛି। ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା…

Trump Tariff On Medicines: ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ଲଗାଇବେ ଟ୍ରମ୍ପ! କ’ଣ ରହିଛି ନୂଆ ଯୋଜନା?

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲାଗୁ କରିବା ପରେ, ଏବେ ନୂତନ ଶୁଳ୍କ ଯୋଜନା କରୁଛନ୍ତି । ଏଥର ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି । ଏକ ରିପୋର୍ଟ ଅନୁଯାୟୀ, କିଛି ଔଷଧ ଉପରେ ଏହି ଶୁଳ୍କ ଲାଗୁ ହୋଇପାରେ । ଅଟୋ…