Naxalites Arrested:ପୋଲିସକୁ ବଡ଼ ସଫଳତା, ୩ ହାର୍ଡକୋର ମାଓବାଦୀ ଗିରଫ
ରାୟପୁର: ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଚିନ୍ତାଗୁଫା ଜଙ୍ଗଲରୁ ୩ ହାର୍ଡକୋର ମାଓବାଦୀ ଗିରଫ।ଜଙ୍ଗଲରେ IED ଖଞ୍ଜୁଥିବା ବେଳେ ୩ ମାଓବାଦୀ ଗିରଫ। ପୋଲିସ ଓ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ଗିରଫ ହୋଇଛନ୍ତି ମାଓବାଦୀ।
ତେବେ ଜିଲ୍ଲା ପୋଲିସ ଓ CRPF କୋବ୍ରା…