ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ: ୟୁକେରେ ଲୁଚି ରହିଛି ମୁଖ୍ୟ ଅଭିଯୁକ୍ତ, ଭାରତ ଆଣିବା ପାଇଁ ବ୍ଲୁ କର୍ଣ୍ଣର ନୋଟିସ୍…
ନୂଆଦିଲ୍ଲୀ: ଡିସେମ୍ବର ୬ ତାରିଖରେ ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ମାମଲାରେ ଅଭିଯୁକ୍ତ ବ୍ରିଟିଶ ନାଗରିକ ସୁରିନ୍ଦର କୁମାର ଖୋସଲାଙ୍କ ବିରୋଧରେ ଗୋଆ ପୋଲିସ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିବା ପ୍ରକ୍ରିୟା ଆରମ୍ଭ କରିଛି।…