କାହିଁକି ଗୋମାଂସ ଖାଆନ୍ତି ନାହିଁ ସଲମାନ ଖାନଙ୍କ ପରିବାର, ସତ କହିଲେ ପିତା…
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ଏକ ସାକ୍ଷାତକାରରେ ତାଙ୍କ ପରିବାର, ସଂସ୍କୃତି, ଖାଦ୍ୟାଭ୍ୟାସ, ଧର୍ମ ଏବଂ ପର୍ବପର୍ବାଣୀ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ।
ତାଙ୍କ ପରିବାରରେ ଇଦ ଠାରୁ ଆରମ୍ଭ କରି ଗଣେଶ ଚତୁର୍ଥୀ ପର୍ଯ୍ୟନ୍ତ ସମସ୍ତ…