Latest Odisha News

BREAKING NEWS

Yearly Archives

2025

ଏସିଆ କପ କ୍ରିକେଟରେ ଗୁରୁତ୍ୱପୂର୍ଣ୍ଣ ରହିବ ଅଲରାଉଣ୍ଡରଙ୍କ ଭୂମିକା

ନୂଆଦିଲ୍ଲୀ: ଏସିଆ କପ ୨୦୨୫ କ୍ରିକେଟ ଏଥର ଟି୨୦ ଫର୍ମାଟରେ ୟୁଏଇରେ ଖେଳାଯିବ । ଏଥିପାଇଁ ସମସ୍ତ ଟିମ ପ୍ରସ୍ତୁତ ରହିଛନ୍ତି । ୟୁଏଇ ପିଚ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ଭାରତୀୟ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ ଓ ଅଭିଷେକ ଶର୍ମାଙ୍କ ପରି ଅଲରାଉଣ୍ଡର…

କ୍ରୁଟ୍‌ର ବିଭିିନ୍ନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଡିଜିଟାଲ ଟିକେଟିଂରେ ମିଳିବ ରିହାତି…

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଆମବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧାମୂଳକ ସେବା…

Hockey Asia Cup 2025:ଘରୋଇ ଗ୍ରାଉଣ୍ଡରେ ବିଜୟ ଧାରା ବଜାୟ ରଖିଲା ଭାରତ

ଭୁବନେଶ୍ବର: ଅଧିନାୟକ ହରମନପ୍ରୀତ ସିଂ (5',46')ଙ୍କ ଦୁଇଟି ଗୋଲ ବଳରେ ଭାରତ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ ହାସଲ କରିଛି । ରବିବାର ପୁଲ ଏରେ ଜାପାନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ହରମନପ୍ରୀତ ମ୍ୟାଚର ୫…

ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ ପୋଷ୍ଟମାଷ୍ଟର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଅନ୍ଧାରୀ ଶାଖା ଡାକଘରେ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ପୋଷ୍ଟମାଷ୍ଟରଙ୍କୁ ଗିରଫ କରାଯାଇଛି। ସୁନିତା ସାହୁ ନାମକ ଜଣେ ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ୧୦,୦୦୦ ଟଙ୍କା ଉଠାଯାଇଥିବା ଦେଖି ସେ ଏହା…

ଡ୍ରିମ ୧୧ ପରେ କିଏ ହେବ ବିସିସିଆଇର ଜର୍ସି ସ୍ପନଶର

ନୂଆଦିଲ୍ଲୀ: ଅନଲାଇନ ଗେମିଂ ନେଇ ସରକାର କଡା ପଦକ୍ଷେପ ଗ୍ରହଣ କରିବା ପରେ ଡ୍ରିମ ୧୧ ବିସିସିଆଇର ସ୍ପନଶର ପଦରୁ ଓହରି ଯାଇଛି । ଯାହାକି ବୋର୍ଡ ପାଇଁ ସମସ୍ୟା ସୃଷ୍ଟି କରିଛି । ୨୦୨୫ରୁ ୨୮ ପର୍ଯ୍ୟନ୍ତ ଏକ ନୂତନ ଜର୍ସି ସ୍ପନଶର ଖୋଜା ଚାଲିଛି । ଏଥିପାଇଁ ନୂତନ ସ୍ପନଶରଙ୍କୁ ୪୫୦ କୋଟି ଟଙ୍କା…

Trump- Modi Tension: ରୁଶିଛନ୍ତି ଟ୍ରମ୍ପ୍, ଆସିବେନି ଭାରତ….ମୋଦିଙ୍କ ଚୀନ୍ ଗସ୍ତ ଭିତରେ କ୍ୱାଡ୍…

ନୂଆଦିଲ୍ଲୀ: କୁହନ୍ତିନି ଚୋରି ପୁଣି ସୀମାଚୋରି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଏବେ ସେଇଆ କରୁଛନ୍ତି। ନିଜ ଆଶା ପୂରଣ ନହେବାରୁ ଭାରତ ଉପରେ ଦାଉ ସାଧିଲେ। ତାର ବି ଭାରତ କିଛି ଜବାବ ଦେଇନି। ଏବେ ଭାରତରେ ହେବାକୁ ଥିବା କ୍ୱାଡ ସମ୍ମିଳନୀ ରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ତେବେ ମେ…

ମାଇନ୍ସ ମାଲିକଙ୍କର ଦାମୀ ଗାଡ଼ି ସଉକ; ଇଡିର ଚଢାଉ…

ଭୁବନେଶ୍ୱର: ଭୁବନେଶ୍ୱରରେ ଅନମୋଲ ମାଇନ୍ସ ପ୍ରାଇଭେଟ ଲିମିଟେଡ (AMPL) ଏବଂ ଅନମୋଲ ରିସୋର୍ସେସ ପ୍ରାଇଭେଟ ଲିମିଟେଡ (ARPL) ଏବଂ ସେମାନଙ୍କର ପରିଚାଳନା ନିର୍ଦ୍ଦେଶକ ଶକ୍ତି ରଞ୍ଜନ ଦାଶଙ୍କ ପରିସରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରି ଏକ ଡଜନରୁ ଅଧିକ ଦାମୀ କାର ଜବତ କରିଛନ୍ତି।…

Mahua Moitra: ପୁଣି ଅଡୁଆରେ ସାଂସଦ ମହୁଆ ମୋଇତ୍ରା; ତାଙ୍କ ବିରୋଧରେ ରାୟପୁରରେ ମାମଲା ରୁଜୁ

ରାୟପୁର: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ପ୍ରାୟତଃ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ତାଙ୍କର ଆପତ୍ତିଜନକ ବୟାନ ପାଇଁ ସେ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ଛତିଶଗଡ଼ର ରାଜଧାନୀ ରାୟପୁରର ମାନା ପୋଲିସ ଷ୍ଟେସନରେ ମୋଇତ୍ରାଙ୍କ…

Explosion at Firecracker Factory: ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୪ ମୃତ

ଲକ୍ଷ୍ନୌ: ଏକ ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଛି । ବିସ୍ଫୋରଣରେ ନିକଟସ୍ଥ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ…

Sahara Sathi: ସହରିଆଙ୍କ ପାଇଁ ଆସିଗଲା ‘ସହର ସାଥୀ’; ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି । ଏହା ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ବଳିଷ୍ଠ ଭୂମିକା…