‘ପବିତ୍ର ରିସ୍ତା’ର ଅନ୍ୟତମ ଫେମ୍ ପ୍ରିୟା ମରାଠେଙ୍କ ଦେହାନ୍ତ; କ୍ୟାନ୍ସରରେ ଥିଲେ ପୀଡ଼ିତ
ମୁମ୍ବାଇ: ଟିଭି ସୋ ପବିତ୍ର ରିସ୍ତା ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟା ମରାଠେ କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି।
ତେବେ ସେ କେବଳ ହିନ୍ଦୀ ନୁହେଁ ବରଂ ମରାଠୀ ଇଣ୍ଡଷ୍ଟ୍ରିର ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ମୃତ୍ୟୁ ବେଳେ ତାଙ୍କୁ ମାତ୍ର ୩୮…