Digital arrest scam : ଇଞ୍ଜିନିୟରଙ୍କୁ ୬ ଲକ୍ଷ ଚୂନ ଲଗାଇଲେ ମାଟ୍ରିକ୍ ଫେଲ୍ ଠକ
ଭୁବନେଶ୍ବର: କମିସନରେଟ ପୋଲିସ ହାତରେ ଧରାପଡିଲେ ୩ ସାଇବର ଠକ। ପୋଲିସ ଦୁଇଜଣଙ୍କୁ ଗୁଜୁରାଟରୁ ଆଉ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । କୋରିଅରରେ ଗଞ୍ଜେଇ ଆସିଥିବା କହି ଠକ ଡିଜିଟାଲ ଆରେଷ୍ଟ କରିଥିଲେ। ଗୁଜରାଟର ଏକ ସାଇବର ଠକ ଗ୍ୟାଙ୍ଗ ସ୍କାଇପ ଜରିଆରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ…