Latest Odisha News

BREAKING NEWS

Yearly Archives

2025

Anti-Drug Drive: ସାବାଡ୍ ହେବେ ନିଶାଡି: ଭୁବନେଶ୍ବରକୁ ନିଶାମୁକ୍ତ କରିବ ‘ଅପରେସନ ପ୍ରହାର’, ପହିଲାରୁ ରାଜ୍ୟବ୍ୟାପୀ…

ଭୁବନେଶ୍ବର:  ସାବାଡ ହେବେ ନିଶାଡି ଏବଂ ନିଶା କାରବାର କରୁଥିବା ଲୋକ । ନିଶା ନିବାରଣ, ଚାଲାଣ ଏବଂ ଅବୈଧ ବିକ୍ରୟର ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ସହରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ…

Kidney stone: କିଡନୀ ଷ୍ଟୋନ ୟୁରିନ ମାଧ୍ୟମରେ ବାହାରି ଯିବ ନା ସର୍ଜରୀ ହେବ.. ! ଏହିପରି ଜାଣିପାରିବେ…

ଭୁବନେଶ୍ବର:ୟୁରିନରେ ଉପସ୍ଥିତ ସଲ୍ଟ ଏବଂ ମିନରଲ୍ସ ଜମା ହେବା ଯୋଗୁଁ କିଡନୀ ଷ୍ଟୋନ ସୃଷ୍ଟି ହୁଏ, ଯାହା ସମୟ ସହିତ ପଥର ପରି କଠିନ ହୋଇଯାଏ। ପ୍ରାରମ୍ଭରେ, ଏଗୁଡ଼ିକ ବହୁତ ଛୋଟ ହୋଇପାରେ, କିନ୍ତୁ ଯଦି ସମୟ ମଧ୍ୟରେ ଏହାର ଯତ୍ନ ନନିଆଯାଏ, ତେବେ ଏହା ଧୀରେ ଧୀରେ ଆକାରରେ ବଡ଼ ହୋଇଯାଏ। ଏହାର…

ବିବାଦରେ ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ, କହିଲେ ଅମିତ ଶାହଙ୍କ ମୁଣ୍ଡକାଟ ହେଉ; ବର୍ଷିଲା ବିଜେପି

ନୂଆଦିଲ୍ଲୀ: ବିବାଦରେ ପୁରୀର ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୈତ୍ରା। କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ଏବେ ରାଜନୈତିକ ବିବାଦ ପାଲଟିଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ…

ଓସ୍କାର ଦୌଡ଼ରେ ଓଡ଼ିଶାର ପାଇକ ବିଦ୍ରୋହରୁ ପ୍ରେରିତ କାହାଣୀ

ଭୁବନେଶ୍ୱର: ପାପୁଆ ନ୍ୟୁ ଗିନିର ପ୍ରଥମ ଚଳଚ୍ଚିତ୍ର ‘ପାପା ବୁକା’ ୯୮ତମ ଓସ୍କାରରେ ‘ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର’ ବିଭାଗରେ ମନୋନୀତ ହୋଇ ଇତିହାସ ରଚିଛି। ଓଡ଼ିଶାର ପାଇକ ବିଦ୍ରୋହରୁ ପ୍ରେରିତ ଏହି ଚଳଚ୍ଚିତ୍ର ଓଡ଼ିଆ ନିର୍ମାତା ଅକ୍ଷୟ କୁମାର ପରିଜାଙ୍କ ସହ-ନିର୍ମାଣରେ ତିଆରି ହୋଇଛି।…

ଇସ୍ରୋର ୨୦୪୭ ଯୋଜନା, ମଙ୍ଗଳରେ ଭାରତର ଘର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏକ ବଡ଼ ଯୋଜନା ଘୋଷଣା କରିଛି। ଆଗାମୀ ଚାରି ଦଶନ୍ଧି ମଧ୍ୟରେ ମଙ୍ଗଳ ଗ୍ରହରେ ମଣିଷ ବସବାସ କରିବ ଓ ଚନ୍ଦ୍ରରେ ଷ୍ଟେସନ ତିଆରି କରିବ ଭାରତ। ଏହି ଯୋଜନା ଜାତୀୟ ମହାକାଶ ଦିବସରେ ପ୍ରକାଶ ପାଇଛି। ଇସ୍ରୋର ରୋଡମ୍ୟାପ ଅନୁସାରେ, ୨୦୪୭…

India GDP: ଭାରତର ଅର୍ଥନୀତିରେ ଲାଗିଲା ଡେଣା, ପ୍ରଥମ ତ୍ରୈମାସିକରେ ୭.୮% ରେକର୍ଡ ବୃଦ୍ଧି, ୨୦୨୬ରେ ବି…

ନୂଆଦିଲ୍ଲୀ: ଏବେ ସତେ ଯେପରି ଭାରତୀୟ ଅର୍ଥନୀତିକୁ ଡେଣା ଲାଗିଯାଇଛି। ଟ୍ରମ୍ପଙ୍କ ଟାରିଫ୍, ବାଣିଜ୍ୟ ଅନିଶ୍ଚିତତା ମଧ୍ୟରେ ବି ରେକର୍ଡ଼ ଭାଙ୍ଗୁଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୫ ତ୍ରୈମାସିକରେ ଭାରତର ମୋଟ ଘରୋଇ ଉତ୍ପାଦ (GDP) ୭.୮ ପ୍ରତିଶତ ଅଭିବୃଦ୍ଧି…

Trump Tariff: ଟ୍ରମ୍ପଙ୍କୁ ଆମେରିକା କୋର୍ଟରୁ ଝଟକା: ଟାରିଫ୍ ଅବୈଧ ଘୋଷଣା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶର କୋର୍ଟରୁ ବଡ଼ ଝଟକା ଲାଗିଛି। ଆମେରିକାର ଏକ ସଂଘୀୟ ଅପିଲ୍ କୋର୍ଟ ଶୁକ୍ରବାର ଦିନ ତାଙ୍କ ଦ୍ୱାରା ଲଗାଯାଇଥିବା ଅଧିକାଂଶ ଟାରିଫ୍ (ଆମଦାନୀ ଶୁଳ୍କ) ଅବୈଧ ବୋଲି ଘୋଷଣା କରିଛି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ବାଣିଜ୍ୟ ନୀତି…

ଶ୍ରୀ ଭାଗବତ ସାର ୧୪୪: ସର୍ବ ଶକ୍ତିମାନ ଈଶ୍ୱର ଏହି ସଂସାର ରଚନାର ଏକ ମାତ୍ର ଆଧାର ଓ ଏହାର ବିନାଶର ଏକମାତ୍ର କାରଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦରେ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗର ଶେଷ ଆଲୋଚନାରେ ଆଜି ଜାଣିବା ପୁଣି ଦୁଇଜଣ ଆଶ୍ଚର୍ଯ୍ୟ ସୃଷ୍ଟିକାରି ଜୀବ ଵିଷୟରେ ଯାହାଙ୍କ ଏକ ଏକ ବିରଳ ଗୁଣକୁ ଯୋଗୀ ପୁରୁଷ ଅବଧୂତ ମହାରାଜ ଗ୍ରହଣ…

Utkal Karate School: ପ୍ରତିଷ୍ଠା ଦିବସରେ ସାମ୍ବାଦିକଙ୍କ ସହ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଶୁକ୍ରବାର ରାଜଧାନୀରେ ଥିବା ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅଲମ୍ପିକ ସଙ୍ଘର ସଭାପତି ତଥା ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଏବଂ ଅତିଥି ଭାବେ ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଦୁଇ ଥର ବିଶ୍ବ…

GST Reforms: ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର ଏକ ବିରାଟ ପରିବର୍ତ୍ତନ ଆଣିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଦେଶର…