Operation Monsoon: ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀକୁ ବଡ ସଫଳତା…
ରାୟପୁର: ଛତିଶଗଡ଼ର ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ମନସୁନ୍ କୁ ବଡ ସଫଳତା ମିଳିଛି । ସୁରକ୍ଷା ବାହିନୀଙ୍କ ଆକ୍ରମଣରେ ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଛାଡ଼ି ଜୀବନ ଭୟରେ ପଳାଇଯାଇଥିଲେ ।
ଘଟଣାସ୍ଥଳରୁ ଏଲଏମଜି ସହ ୬୦ରୁ…