Odisha High Court: ନାବାଳିକାଙ୍କୁ ଦେହଜୀବୀ ବୃତ୍ତିରେ ନିୟୋଜିତ କରିବା ଘଟଣା, ପୁରୀ ହୋଟେଲର ଆବେଦନ ଖାରଜ କଲେ…
କଟକ: ଜଣେ ନାବାଳିକାକୁ ଦେହଜୀବୀ ବୃତ୍ତିରେ ଲିପ୍ତ କରାଯିବା ବାସ୍ତବରେ ଏକ ଉଦବେଗଜନକ ଘଟଣା ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଅପ୍ରାପ୍ତ ବୟସ୍କଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିବା ହୋଟେଲକୁ ତିନି ବର୍ଷ ପାଇଁ ବନ୍ଦ ପାଇଁ ପୁରୀ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ ପ୍ରଦାନ…