ATOR N1200: ଅମୃତସରରେ ରିଲିଫ୍ କାର୍ଯ୍ୟରେ ହିରୋ ସାଜିଲା ସେନାର ଏହି ଯାନ; ୨୦୨୪ର ଗଣତନ୍ତ୍ର ଦିବସ ପରେଡରେ ହୋଇଥିଲା…
ଅମୃତସର: ବନ୍ୟା ପାଣିରେ ବୁଡିଛି ପଞ୍ଜାବର ଅମୃତସର ଗାଁ ଏବଂ ରାସ୍ତାଗୁଡ଼ିକ । ଏହି ସମୟରେ ଜଳଶବନ୍ଦୀ ହୋଇଛନ୍ତି ଲୋକେ । ବନ୍ୟାଞ୍ଚଳର ସବୁ ସ୍ଥାନ ଗୁଡିକରେ ଡଙ୍ଗାଗୁଡ଼ିକ ପହଞ୍ଚି ପାରିନଥିବାବେଳେ, ଏହି ସମୟରେ ଭାରତୀୟ ସେନାର ସବୁଠାରୁ ଶକ୍ତିଶାଳୀ ମେସିନ୍ ATOR N1200 ଚମତ୍କାର ଦେଖାଇଛି ।…