ECoR New National Record: ପୂର୍ବତଟ ରେଳବାଇର ନୂଆ ରେକର୍ଡ, ୧୪୮ ଦିନରେ ହେଲା ୧୦୦ ନିୟୁତ ଟନ୍ ମାଲ୍ ପରିବହନ
ଭୁବନେଶ୍ୱର: ମାତ୍ର ୧୪୮ ଦିନରେ ୧୦୦.୫୫ ନିୟୁତ ଟନ୍ ମାଲ୍ ପରିବହନ କର ନୂଆ ରେକର୍ଡ ସୃଷ୍ଟି କରିଛି ପୂର୍ବତଟ ରେଳବାଇ। ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୨୬ ସୁଦ୍ଧା ପୂର୍ବତଟ ରେଲୱେ ଏହି ଐତିହାସିକ ମାଇଲ୍ଖୁଣ୍ଟ ହାସଲ କରିଛି। ଗତ ବର୍ଷର ସମାନ ଅବଧି ତୁଳନାରେ ଏଥର ୮ ପ୍ରତିଶତ ଅଧିକ…