କାର ସହିତ ଭାସିଗଲା ଗୋଟିଏ ପରିବାର; ୪ ମୃତ
ଛତିଶଗଡ:୨୬ ଅଗଷ୍ଟରେ ଛତିଶଗଡ଼ର ବସ୍ତରରେ ଗୋଟିଏ ପରିବାରର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏନ୍ଏଚ୍ ୩୦ରେ ଦରଭା ନିକଟରେ ଏକ କାର ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର୍ ମଧ୍ୟରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ।
ଏକ ପୋଲ ପାର ହେବା ସମୟରେ ପାଣିରେ ଭାସି ଯିବାରୁ ଦମ୍ପତି ଏବଂ…