Latest Odisha News

BREAKING NEWS

Yearly Archives

2025

ବିପଦରେ ଅଧା ଭାରତ, ତାଣ୍ଡବ ରଚୁଛି ପ୍ରକୃତି

ନୂଆଦିଲ୍ଲୀ : ଯେତେବେଳେ ପ୍ରକୃତି ତାର କୋପ ଦେଖାଏ, ତାହା ସବୁ ଆକଳନ ଠାରୁ କେଇ ଗୁଣା ଢେର ଅଧିକ ହୋଇଯାଏ । ଏବେ ଅଧା ଭାରତ ପ୍ରକୃତିର କୋପରେ ଘାଇଲା ହେଉଛି । ଯୁଆଡ଼େ ଦେଖିଲେ ବର୍ଷା ଓ ବନ୍ୟା ବିତ୍ପାତ। ଜାମ୍ମୁ କାଶ୍ମୀରରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିବାବେଳେ ହିମାଚଳ…

ଇପ୍ସିତା ସାହୁ ଓ ଚିନ୍ମୟ ସାହୁଙ୍କୁ ବିଜେଡିର ନୂଆ ଦାୟିତ୍ଵ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ଦିନ ଦଳର ଯୁବ ଏବଂ ଛାତ୍ର ଶାଖାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଘୋଷଣା କରିଛି। ଇପ୍ସିତା ସାହୁଙ୍କୁ ତୁରନ୍ତ ପ୍ରଭାବରୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେହିପରି ନୂତନ ବିସିଜେଡି ଦଳରେ…

ଭାରତର ଏହି ରାଜ୍ୟରେ ଆବର୍ଜନା ଦେଲେ ମିଳିଥାଏ ଖାଦ୍ୟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ଆମେ ପ୍ରାୟତଃ ପାଣି ପିଇ ପ୍ଲାସ୍ଟିକ ବୋତଲଗୁଡ଼ିକୁ ରାସ୍ତାରେ, ପାର୍କରେ କିମ୍ବା ଏଣେତେଣେ ଭାବେ ଫୋପାଡ଼ି ଦେଉଛୁ। ଏହାପରେ ଆବର୍ଜନା ସଂଗ୍ରହକାରୀମାନେ ଏହି ଆବର୍ଜନାକୁ ଉଠାଇ ନେଇଯାଆନ୍ତି। ଏହା ଶୁଣିବାକୁ ଏକ ସାଧାରଣ କଥା ଲାଗୁଛି, କିନ୍ତୁ ଏହି ସାଧାରଣ କଥାକୁ ଏକ ଅସାଧାରଣ…

ନୂଆଖାଇ ପର୍ବ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ 

ଭୁବନେଶ୍ୱର: ନୂଆଖାଇ ପର୍ବ ଯୋଗୁଁ ଅଗଷ୍ଟ ୨୯ ତାରିଖରେ ସାରା ଓଡ଼ିଶାରେ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ଏବଂ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟ ସରକାର ଅଗଷ୍ଟ ୨୯ ତାରିଖରେ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ସ୍କୁଲକୁ ଛୁଟି…

ଗାଜା ହସ୍ପିଟାଲରେ ଆକ୍ରମଣ ଘଟଣା; ସାମ୍ବାଦିକଙ୍କ ମୃତ୍ୟୁରେ ନେତାନ୍ୟାହୁଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପର ନାସେର ହସ୍ପିଟାଲ ଉପରେ ଦୁଇଥର ଆକ୍ରମଣ କରିଥିଲା। ଯେଉଁଥିରେ ପାଞ୍ଚ ଜଣ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହିତ ହସ୍ପିଟାଲର ଅନେକ ସ୍ୱାସ୍ଥ୍ୟ କର୍ମୀ ଏବଂ ଉଦ୍ଧାରକାରୀ ଦଳ ମଧ୍ୟ ପ୍ରାଣ ହରାଇଛନ୍ତି।…

୯ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ନଅ ଜଣ ବରିଷ୍ଠ ଅଧିକାରୀଙ୍କୁ ମଙ୍ଗଳବାର ଦିନ ବଦଳି କରାଯାଇଛି। ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଙ୍ଗାଧର ନାୟକଙ୍କୁ ଗୃହ ନିର୍ଦ୍ଦେଶକ ଏବଂ ଗୃହ ଏବଂ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ବିଜୟ ସହ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ୍ସ ପଦକ ଜିତିଥିବା ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ବିଶ୍ୱ ଚାମ୍ପିୟନଶିପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ୟାରିସରେ ଆୟୋଜିତ ହେଉଥିବା ଏହି ମେଗା ଇଭେଂଟରେ ସିନ୍ଧୁ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ବୁଲଗେରିଆର…

ମାତ୍ର ଦଶମ ଶ୍ରେଣୀ ଯାଏ ପଢ଼ିଛନ୍ତି ଅମ୍ୱାନୀଙ୍କ ମା’, ହେଲେ ଅନେକ ଭାଷାରେ ହୋଇପାରନ୍ତି କଥା

ନୂଆଦିଲ୍ଲୀ:ଭାରତର ସବୁଠାରୁ ଧନୀ ଓ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି, ମୁକେଶ ଅମ୍ବାନୀ ଯେଉଁ ପରିବାରକୁ ଏତେ ଉତ୍ତମ ଭାବେ ସମ୍ଭାଳୁଛନ୍ତି, ତାହାର ମୂଳଦୁଆ ରଖିବା ଓ ଏକତା ବଜାୟ ରଖିବାରେ ତାଙ୍କ ମା’ କୋକିଲାବେନ ଅମ୍ବାନୀଙ୍କର ବଡ଼…

High Court: ପାର୍ବଣରେ ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ: ହାଇକୋର୍ଟ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସନ୍ତାକାଲି ଗଣେଶ ପୂଜା ଥିବାବେଳେ, ଆଗକୁ ଆସୁଛି ଦୁର୍ଗାପୂଜା ସହ ବିଭିନ୍ନ ପୂଜା ପାର୍ବଣ । ଏହି ସମୟ ମଧ୍ୟରେ ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ ବୋଲି…

Flipkartର ନୂଆ ସବସ୍କ୍ରିପସନ ପ୍ଲାନ ଲଞ୍ଚ, ଆମାଜନ ପ୍ରାଇମକୁ ଦେବ ଟକ୍କର

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଭାରତରେ ନିଜର ନୂଆ ସବସ୍କ୍ରିପସନ ପ୍ଲାନ ‘ଫ୍ଲିପକାର୍ଟ ବ୍ଲାକ୍’ ଲଞ୍ଚ କରିଛି। ଏହି ମେମ୍ବରସିପ୍ ଆମାଜନ ପ୍ରାଇମକୁ ସିଧାସଳଖ ପ୍ରତିଯୋଗିତା ଦେବା ପାଇଁ ଡିଜାଇନ କରାଯାଇଛି। ଏହି ପ୍ଲାନରେ ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଡିସକାଉଣ୍ଟ, ସେଲରେ…